Browsing Tag

snake bite

ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଷାକ୍ତ ସାପ କାମୁଡ଼ାରେ ୪ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମା ଚାନ୍ଦିନୀ ବେନିଁଆ ଦୁଇ ପୁଅ ଓ ଝିଅଙ୍କ ସହ…

କିପରି ହୋଇଥାଏ ସ୍ନେକ୍‌ ବାଇଟ୍‌ ରେଭ୍‌ ପାର୍ଟି, ଜାଣନ୍ତୁ କ’ଣ ହୋଇଥାଏ ଏହି ପାର୍ଟିରେ ?

ନିକଟରେ ନୋଏଡା ସେକ୍ଟର ୪୯ରେ ବିଗବସ୍ ବିଜେତା ଏଲଭିଶ ୟାଦବଙ୍କ ବିରୋଧରେ ରେଭ୍ ପାର୍ଟିରେ ସ୍ନେକ ବାଇଟ ଯୋଗାଇବା ଅପରାଧରେ ଏଫଆଇଆର ରୁଜୁ ହୋଇଛି । ବର୍ତ୍ତମାନ ଏହି ପ୍ରଶ୍ନ ହୁଏତ ଅନେକ ଲୋକଙ୍କ ମନରେ ଉଠୁଥିବ ଯେ ଏହା କେଉଁ ପ୍ରକାରର ପାର୍ଟି ? ଏହା ମଧ୍ୟ ସାଧାରଣ ପାର୍ଟି ପରି କି ଏଥିରେ…

୧୦ କି ୨୦ ନୁହେଁ, ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଥାଏ ସାପ! ରିପୋର୍ଟ ପ୍ରକାଶ କଲା WHO

ସାଧାରଣ ଲୋକେ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି । ପ୍ରାୟ ପ୍ରତି ବର୍ଷ ସାପ କାମୁଡ଼ାର ଅନେକ କେସ୍ ସାମ୍ନାକୁ ଆସୁଛି । ତେବେ WHO ସାପ କାମୁଡ଼ାରେ ହୋଇଥିବା ମୃତ୍ୟୁର ଏକ ରିପୋର୍ଟ ପ୍ରକାଶ କରିଛି । ଭାରତ ଏବଂ ସାରା ବିଶ୍ୱରେ ଏହା କେତେ ବିପଜ୍ଜନକ ସମସ୍ୟା, ତାହା ଏଥିରେ…

ରୋଷେଇ କରୁଥିବା ବେଳେ କାମୁଡ଼ିଲା ସାପ, ପ୍ରାଣ ହରାଇଲେ ଅଙ୍ଗନବାଡି ସହାୟିକା

ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଥିବା ବେଳେ କାମୁଡ଼ିଲା ସାପ। ପ୍ରାଣ ହରାଇଲେ ଅଙ୍ଗନବାଡି ସହାୟିକା। ବାଙ୍କୀ ଡମପଡ଼ା ବ୍ଲକର ବିଲିପଡ଼ା ଦୁଇନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ। ଅଙ୍ଗନବାଡି କେନ୍ଦ୍ର ସହାୟିକା ସୁଲୋଚନା ସ୍ବାଇଁ ଶିଶୁଙ୍କ ପାଇଁ ରୋଷେଇ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ…

ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମା’ ଝିଅ ମୃତ

କେନ୍ଦୁଝର (କେନ୍ୟୁଜ): ସାପ କାମୁଡ଼ାରେ ଗଲା ମାଆ ଝିଅଙ୍କ ଜୀବନ । ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମାଆ ଓ ଶିଶୁକନ୍ୟା ମୃତ । କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଗତକାଲି ରାତିରେ ଖାଇ ପିଇ ଶୋଇଥିବାବେଳେ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର…

ଆନନ୍ଦପୁର : ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ

ଆନନ୍ଦପୁର (କେନ୍ୟୁଜ): ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ପଞ୍ଚପୁଲି ଗାଁର ଡିହସାହିରେ କାଳନ୍ଦୀ ଦେହୁରୀଙ୍କ ୧୧ ବର୍ଷୀୟ ପୁଅ ସତ୍ୟର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ରାତିରେ ସତ୍ୟ ମାଙ୍କ ସହିତ ଘରେ ଶୋଇଥିବା…

ଶୋଇଥିବାବେଳେ ଓଠକୁ କାମୁଡ଼ା ଦେଲା ସାପ, ୭ ମାସର ଶିଶୁ କନ୍ୟାର ମୃତ୍ୟୁ

ଆନନ୍ଦପୁର (କେନ୍ୟୁଜ): ମାଆ ପାଖରେ ଶୋଇଥିବାବେଳେ ଚାଲିଗଲା ଜୀବନ। ସାପ କାମୁଡ଼ାରେ ୭ ମାସର ଶିଶୁ କନ୍ୟାର ମୃତ୍ୟୁ। ଆନନ୍ଦପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ରଘୁନାଥ ଲୋହାରଙ୍କ ସ୍ତ୍ରୀ ଓ ୭ ମାସର ଝିଅ ଶୋଇଥିବାବେଳେ ଏକ ସାପ କୁନି ଝିଅର ଓଠକୁ କାମୁଡି…

ପଞ୍ଜାବ: ବନ୍ୟାଞ୍ଚଳ ବୁଲି ଦେଖୁଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କୁ କାମୁଡ଼ିଲା ସାପ, ଜାଣନ୍ତୁ କେମିତି ଅଛି…

ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍‌ପୁର, ଅମୃତସର, କପୁରଥଲା, ରୋପଡ୍‌, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଲୋକେ ଗାଁ…

ସୋରଡା: ସାପ କାମୁଡାରେ ୯ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲକ୍ଷ୍ମୀପୁର ଗ୍ରାମରେ ସାପ କାମୁଡାରେ ୯ ବର୍ଷ ବାଳିକାର ମୃତ୍ୟୁ ହୋଇଛି । ମୃତ ବାଳିକା ଜଣଙ୍କ ହେଲେ ଆଦ୍ୟାସା ନାୟକ । ସୂଚନା ମୁତାବକ ଆଦ୍ୟାଶା ଶୋଇଥିବା ବେଳେ ଭୋର ୩ଟା ସମୟରେ ପେଟକୁ ଧରି ଚିତ୍କାର କରିଥିଲେ । ଏହି ସମୟରେ ବାପା ଧୋବା…

ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ: ମା’ ପୁଅ ମୃତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଅନ୍ତର୍ଗତ ସିପିଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବିଷାକ୍ତ ସାପକାମୁଡ଼ାରେ ପୁଅ ପରେ ମା’ର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଥିବା ମା ଏବଂ ପୁଅକୁ କାଶୀପୁର ଗୋଷ୍ଠୀ…

ସାପକୁ ଚୁମ୍ବନ କଲାବେଳେ ମହିଳାଙ୍କ ମୁହଁକୁ କାମୁଡ଼ି ଧରିଲା ସାପ, ଭାଇରାଲ ହେଉଛି ଭିଡିଓ

ବିଷାକ୍ତ ଏବଂ ଭୟଙ୍କର ଜୀବଯନ୍ତୁଙ୍କୁ କିଏ ବା ନଡରେ । ଭୟଙ୍କର ଜୀବଯନ୍ତୁଙ୍କ ମଧ୍ୟରୁ ସାପ ଅନ୍ୟତମ । ସାପ ବହୁତ ବିଷାକ୍ତ ହୋଇଥାଏ । କିନ୍ତୁ କିଛି ଲୋକ ସାପକୁ ଟିକିଏ ହେଲେ ବି ଭୟ କରନ୍ତି ନାହିଁ । କିଛି ଲୋକ ସାପକୁ ନିଜ ପୋଷାଜୀବ ଭାବେ ମଧ୍ୟ ରଖିଥାନ୍ତି । ତେବେ ଏହି ସାପ ନିଜର ଅସଲ ରୂପ…

ଗଞ୍ଜାମ: ସାପ କାମୁଡାରେ ୨ ମୃତ

ଗଞ୍ଜାମ (କେନ୍ୟୁଜ): ଥମୁନି ସାପ କାମୁଡା ଜନିତ ମୃତ୍ୟୁ । ପୁଣି ସାପ କାମୁଡାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଡେଲିଙ୍ଗିପଦର ଗାଁର ମୋହନ ମଲ୍ଲିକ ଓ ଜଡାଘାଟଶୁଣୀ ଗାଁର ପ୍ରେମଲତା ପାଣିଗ୍ରାହୀ । ମୋହନ…