Browsing Tag

snake bite

ବର୍ଷା ଯୋଗୁ କଟିଲା ଲାଇନ, ଅନ୍ଧାରରେ ସାପ କାମୁଡ଼ାରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର

କନ୍ଧମାଳ (କେନ୍ୟୁଜ): ପୁଣି ସାପ ନେଲା ଜୀବନ । ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ । ମୃତକଙ୍କ ନାମ ବିମଳ କହଁର ଏବଂ ଗୁରୁତର…

ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର

ଉଦଳା (କେନ୍ୟୁଜ): ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ…

ଆଗରଡା ଗ୍ରାମରେ ଅଭାବନୀୟ ଘଟଣା, ସାପ କାମୁଡାରେ ଦୁଇ ମୃତ

ଜଳେଶ୍ବର: ବିଷଧର ସାପ କାମୁଡାରେ ଦୁଇ ମୃତ | ବସ୍ତା ଥାନା ଅନ୍ତର୍ଗତ ହଦମୌଦ ଏବଂ ଆଗରଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା | ହଦମୌଦ ଗ୍ରାମର ସୁଧାକର ଜେନା ବିଲକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡିବା ଯୋଗୁଂ ମୃତ୍ଯୁ ହୋଇଥିବା ବେଳେ ଆଗରଡା ଗ୍ରାମର ମହିଳା କୁନିପ୍ରଭା ଲେଙ୍କା ଘରେ…

କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତ ପୁର ଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି । ମୃତକ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ବୟସ ୧୦…

 ସାପ କାମୁଡାରେ ଶୋଇଥିବା ନାବାଳକ ପୁଅର ମୃତ୍ୟୁ

ଆନନ୍ଦପୁର(କେନ୍ୟୁଜ୍): ମଶାରି ଭିତରେ ଶୋଇଥିବା ଅବସ୍ଥାରେ ଜଣେ ନାବାଳକକୁ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି । ଏପରି ଦୁଖଦ ଘଟଣା ଦେଖା ଦେଇଛି ଆନନ୍ଦପୁରରେ । ଘଷିପୁରା ଥାନା ଧାକୋଠା ପଞ୍ଚାୟତ ଜଳନଣ୍ଡା ଗାଁର ଜଦୁ ମୁଣ୍ଡାଙ୍କ ସ୍ତ୍ରୀ ଓ ପୁଅ ସାଙ୍ଗ ହୋଇ ମସାରି ଭିତରେ ଶୋଇଥିବା ବେଳେ…

ବିଷଧର ସାପ ଆତଙ୍କ: କାମୁଡ଼ାରେ ୧୦ ଆହତ, ୨ ଗୁରୁତର

ସୋର (କେନ୍ୟୁଜ): ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ । ଗୋଟାଏ ଦିନରେ ସାପ କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ସୋର ମେଡ଼ିକାଲରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ସୋର, ନାୟକବନ୍ଧ, ବିଦୁ, ଈଶ୍ୱରପୁର ଆଦି ଅଞ୍ଚଳରୁ ୧୦ଜଣଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ…

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଭଂଜନଗର(କେନ୍ୟୁଜ୍): ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବଡପଡା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ ସେହି ଗାଁ ର ସରସ୍ଵତୀ ପ୍ରଧାନ । ଗାଁ ପାଖ ପାହାଡ଼ କୁ କାମ କରିବାକୁ ଯାଇଥିବା ବେଳେ, ସେଠାରେ ବିଷଧର ସାପ କାମୁଡାରେ ସେ ଆହତ…

କାହାକୁ କାମୁଡ଼ିବା ପରେ କାହିଁକି ତୁରନ୍ତ ବୁଲିଯାଏ ସାପ, ଏହା ପଛର ଅଜବ କାରଣ ଜାଣିଲେ ଅଶ୍ଚର୍ଯ୍ୟ ହେବେ ଆପଣ

ସାପ ନାଁ ଶୁଣିଲେ ଭୟରେ ଛାତି ଥରିଯାଏ । ଯଦି ସେମାନଙ୍କୁ ଟିଭିରେ କିମ୍ବା ବନ୍ଦ ଗୁମ୍ଫାରେ ଦେଖାଯାଏ, ତେବେ ଲୋକମାନେ ଭୟଭୀତ ହୁଅନ୍ତି । ଚିନ୍ତା କରନ୍ତୁ ଯଦି ସେହି ସାପ ମଣିଷ ସାମ୍ନାରେ ଆସେ ତେବେ କଣ ହେବ? ଲୋକମାନେ ସାପକୁ ଭୟ କରିବାର ମୁଖ୍ୟ କାରଣ ହେଉଛି ଏହାର ଦାନ୍ତ , ଯାହା ସାହାଯ୍ୟରେ…

ବିଷଧର ନାଗ ସାପ ସହ ଖେଳ ପାଲଟିଲା କାଳ, ୨ ଆହତ

ଖୋର୍ଦ୍ଧା(କେନ୍ୟୁଜ୍):ବିଷଧର ସାପ ସହ ଖେଳ ପାଲଟିଲା କାଳ । ବିଷଧର ସାପ କାମୁଡ଼ାରେ ଦୁଇ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଲାଗିଥିବା ଜାଲରେ ଏକ ବିଷଧର ନାଗ ସାପ…

ଅଜବ ନିଶା: ସାପକୁ ବେକରେ ପକାଇ ଭିଡିଓ ସୁଟିଂ କରୁଥିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ ଆପଣ ଅନେକ ଭାଇରଲ ଭିଡିଓ ଦେଖୁଥିବେ। ଏଥିରେ କିପରି ବିଭିନ୍ନ ପ୍ରକାରର ଜୀବଜନ୍ତୁକୁ ନେଇ ମଧ୍ୟ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏପରି ସ୍ଥଳେ ସାପକୁ ନେଇ ଆପଣ ଅନେକ ଭିଡିଓ ନିଶ୍ଚିତ ଦେଖୁଥିବେ। କେଉଁଠି କିଏ ସାପ ସହିତ ଭିଡିଓ କରୁଥିବା ବେଳେ ଆଉ କିଏ ସାପ ସହିତ ଖେଳୁଛି ତ…

ବର୍ଷା ଦିନେ ରୁହନ୍ତୁ ସାବଧାନ୍! ସାପ କାମୁଡାରେ ଆଖିବୁଜିଲା ୮ ବର୍ଷର ନାବାଳକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଅଭାବନୀୟ ଘଟଣା । ସାପ କାମୁଡାରେ ନାବାଳକର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଲକ୍ଷ୍ମୀପୁର ଥାନା ପିପଳପଦର ପଂଚାୟତର ସୁତିଗୁଡା ଗ୍ରାମର ୮ ବର୍ଷର ବିଶାଳ ବାଘ। ଗତରାତିରେ ଘରେ ଶୋଇଥିବାବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ…

ଶୋଇଥିବା ବେଳେ ବିଷଧର ସାପ ମାରିଲା ଚୋଟ, ୧୩ ମାସର ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମା

ନୂଆପଡ଼ା (କେନ୍ୟୁଜ୍): ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଗଲା ୧୩ ମାସର ଶିଶୁ । ସେମାନେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡି ଦେଇଥିଲା । ଗୁରୁତର ଅସୁସ୍ଥ ଅବସ୍ଥାରେ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ…