Browsing Tag

snake bites

ଆଗ୍ରାରେ ଜଣେ ଯୁବକକୁ ନାଗ ସାପ ୧୫ ଦିନରେ ୮ ଥର କାମୁଡ଼ିବାର ଘଟଣା ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କ’ଣ…

ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏମିତି ଛାତି ଥରେଇ ଦେବା ଭଳି ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। । ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ଲଗାତାର ୮ ଥର କାମୁଡ଼ି ସାରିଲାଣି ନାଗସାପ ଆଗ୍ରାର ଜଣେ ଯୁବକକୁ ,ଲୋକମାନେ ଏହାକୁ ‘ଯାନୀ ଦୁଷ୍ମନ’ ବୋଲି କହୁଛନ୍ତି। ଦେଶର ବିଭିନ୍ନ…

ସାପ କାମୁଡ଼ିଲେ ଭୟ କରନ୍ତୁ ନାହିଁ, ଜୀବନ ରକ୍ଷା ପାଇଁ ମାନନ୍ତୁ ଏହି ସହଜ ଉପାୟ

ସାପକୁ ଦେଖିବା ମାତ୍ରେ ସମସ୍ତେ ଭୟ କରନ୍ତି। ଆଉ ଯଦି ଏହାରି ମଧ୍ୟରେ କାହାରିକୁ ସାପ କାମୁଡ଼ିଦଏ ତେବେ କଥା ସରିଲା। ମନରେ ଭୟ ସହ ଶରୀରରେ ବିଷ ଏହି ଦୁଇ ପରିସ୍ଥିତି ମଣିଷର କ୍ଷଣିକରେ ଜୀବନ ନେଇଯାଏ। ତେବେ ସାପ କାମୁଡ଼ିଲେ ବ୍ୟକ୍ତି ଜଣକ ଭୟରେ ଆକୁଳ ବ୍ୟାକୁଳ ହୋଇଯାଏ। ନିଜ ଜୀବନ ଚାଲିଯିବା…

ଚାଷୀ ଗିଳିଲେ ଜିଅନ୍ତା ସାପ! ଜିଭ ଓ ଗଳାକୁ କାମୁଡ଼ି ଦେବାରୁ ହରେଇବାକୁ ପଡ଼ିଲା ଜୀବନ

ସାପ କାମୁଡ଼ି ଦେଲେ କାହାର ବି ମୃତ୍ୟୁ ହୋଇପାରେ। ଏହା ସତ୍ତ୍ୱେ ଜଣେ ବ୍ୟକ୍ତି ଜିଅନ୍ତା ସାପକୁ ହିଁ ଗିଳି ଦେଇଛନ୍ତି। ଶୁଣିବାରେ ଏହା ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଯଦିଓ ଏହି ଷ୍ଟଣ୍ଟ ଉକ୍ତ ବ୍ୟକ୍ତିଙ୍କୁ ବହୁତ ଭାରି ପଡ଼ି ଯାଇଛି ଏବଂ ତାଙ୍କର ଏହି ହରକତର ମୂଲ୍ୟ ନିଜ ଜୀବନ ଦେଇ…

ଫିକା ପଡିଲା ରଜ ମଉଜ, ସର୍ପାଘାତରେ ଆଖି ବୁଝିଲା ଦେଢ଼ ବର୍ଷର ଶିଶୁକନ୍ୟା

କେନ୍ଦୁଝର:  ଆଜି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏହି ବ୍ଲକରେ ସର୍ପାଘାତରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଅଂଚଳ ହାଟଡିହି ବ୍ଲକର ହଦଗଡ଼ ପଂଚାୟତ ବାଘୁଆ ସାହିରେ ଏହି ଅଘଟଣ ଘଟିଯାଇଛି । ସୂଚନା…

ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ ଏମିତି କାମ, କାମୁଡି ଦେଇଥିବା ସାପକୁ ଧରି…

ଯାଜପୁର ରୋଡ: ଯାଜପୁର ରୋଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ବ୍ୟାସସରବର ବ୍ୟାସଦେବ ମନ୍ଦିରରେ ଆଶ୍ରା ନେଇଥିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ। ତେବେ ବ୍ୟକ୍ତି ଜଣଙ୍କ ଆଜି ମନ୍ଦିରରେ…