ଭଦ୍ରକରେ ପୁଣି ସାପ ଆତଙ୍କ: ଉଦ୍ଧାର ହେଲେ ୧୨ ନାଗ
ଭଦ୍ରକ: ପୁଣି ଉଦ୍ଧାର ହେଲା ନାଗ ସାପ। ଭଦ୍ରକ ଧାମନଗର ବ୍ଲକ ଜୟୀନଗର ଗାଁର ମାଗୁଣୀ ଜେନାଙ୍କ ଘରୁ ୧୨ଟି ସାପ ଉଦ୍ଧାର କରାଯାଇଛି। ଭଦ୍ରକ ସ୍ନେକ ହେଲ୍ପ ଲାଇନ୍ ଏସବୁ ସାପକୁ ଉଦ୍ଧାର କରିଛି। ପାଇକସାହି ଗାଁର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ ସାପ ଛୁଆ ସହ ୫ ଫୁଟର ନାଗ-ନାଗୁଣୀଙ୍କୁ ଉଦ୍ଧାର…