Browsing Tag

snake playing

ଅନୁଗୁଳ: ସାପ ଛୁଆ ଖେଳୁଥିବା ଦେଖି ପୂଜାର୍ଚ୍ଚନା କଲେ ଲୋକେ, କହିଲେ ସାପ ରୂପରେ ଠାକୁର ଆବିର୍ଭାବ ହୋଇଛନ୍ତି

ଅନୁଗୁଳ(କେନ୍ୟୁଜ୍): ଠାକୁର ବେଶରେ ଆସିଛନ୍ତି ନାଗ ନାଗୁଣୀ । ଶ୍ରଦ୍ଧା, ଭକ୍ତିର ସହ ପୂଜା କରୁଛନ୍ତି ଲୋକେ । ଧୂପଦୀପ ଦେଇ ପୂଜାର୍ଚ୍ଚନା ସହ କ୍ଷୀର ଦେଇ ସାପ ଛୁଆକୁ କରୁଛନ୍ତି ସନ୍ତୁଷ୍ଟ । ଅନୁଗୁଳ ତାଳଚେର ୧୦ ନଂ ୱାର୍ଡର ଡମ ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯସ୍ମୀନ…