ରାସ୍ତା ପାଖ ନାଳରୁ ୧୦ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଛାନିଆ ଲୋକେ
ଗୁଣୁପୁର : ବାପ୍ ରେ ବାପ୍ ଏତେ ବଡ ଅଜଗର । ବିରାଟକାୟ ଅଜଗରକୁ ଦେଖି ସବୁ ଛାନିଆ । ଭାବିଲେ ଯଦି ହଠାତ୍ ଅଜଗର ସାପ ଆପଣଙ୍କ ପାଖାପାଖି ଅଞ୍ଚଳରେ ଦେଖାଯାଏ ତେବେ ଆପଣ ବି ଏହାକୁ ଦେଖିଲେ ନିଶ୍ଚିତ ଭୟ କରିଯିବେ । ତେବେ ବର୍ତ୍ତମାନ ଏକ ବିରାଟ ଅଜଗରର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିବା…