Browsing Tag

snake rescued

ସୋର: ୭ ଫୁଟର ଅଜଗର ଉଦ୍ଧାର

ସୋର(କେନ୍ୟୁଜ): ୭ ଫୁଟର ଅଜଗର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ଗୋପୀନାଥପୁର ପଞ୍ଚାୟତ ଜୋକା ଗାଁରୁ ସାପ ଉଦ୍ଧାର ହୋଇଛି । ସାପଟି ଗାଁର ରମେଶ ପ୍ରଧାନଙ୍କ ଧାନ ବିଲରେ ଥିବା ଜାଲରେ ପଡିଥିଲା । ସାପକୁ ଦେଖିବା ପରେ ସେହି ଗାଁର କପିଳ ଦେବ ସାହୁ ଉଦ୍ଧାର କରିଥିଲେ । ପରେ ଖବର ପାଇ ସାପ…

ସୋର ମହୁମୁହାଣ ଖଞ୍ଜାମହଲ ଖାଦାନ ନିକଟରୁ ୧୫ ଫୁଟର ଅହିରାଜ ଉଦ୍ଧାର

ସୋର(କେନ୍ୟୁଜ୍): ୧୫ ଫୁଟର ଅହିରାଜ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋର ମହୁମୁହାଣ ଖଞ୍ଜାମହଲ ଖାଦାନ ନିକଟରୁ ୧୫ ଫୁଟର ଅହିରାଜ ଉଦ୍ଧାର ହୋଇଛି। ସାପକୁ ଦେଖି ସ୍ନେକ ହେଲପ୍‌ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପରେ ସାପଧରାଳି ପହଂଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି ।…

କୋରାପୁଟ ବୈପାରିଗୁଡାରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ବିରାଟକାୟ ଅଜଗର ସାପ ଉଦ୍ଧାର। ବୈପାରୀଗୁଡା ନିକଟସ୍ଥ ହନୁମାନ ବାଟିକା ଜଙ୍ଗଲରୁ ଏହି ସାତଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି । ହନୁମାନଙ୍କ ଦର୍ଶନ ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିର ଗଲାବେଳେ ସାପଟିକୁ ଦେଖିବାକୁ ପାଇଥିଲେ ।…

ପାଟଣାଗଡ଼ ଦୈତାରୀମୁଣ୍ଡା ଗାଁ ମୁଣ୍ଡ ଡୁଙ୍ଗୁରିରୁ ୨ଟି ଅଜଗର ସାପ ଉଦ୍ଧାର

ପାଟଣାଗଡ଼(କେନ୍ୟୁଜ୍): ଦୁଇଟି ଅଜଗର ଉଦ୍ଧାର । ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦୈତାରୀମୁଣ୍ଡା ଗାଁ ମୁଣ୍ଡ ଡୁଙ୍ଗୁରିରୁ ୨ଟି ଅଜଗର ସାପ ଉଦ୍ଧାର କରିଛି ବନବିଭାଗ । ଆଜି ସକାଳୁ ଶୌଚ ହେବାପାଇଁ ଯାଇଥିବା ବେଳେ ଗାଁ ଲୋକେ ସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ପାଟଣାଗଡ ରେଞ୍ଜ…

ବାଙ୍କୀ: ଜାରିଆ ନିକଟସ୍ଥ ଜଙ୍ଗଲରୁ ୧୫ ଫୁଟର ଅଜଗର ଉଦ୍ଧାର

ବାଙ୍କୀ(କେନ୍ୟୁଜ୍): ୧୫ ଫୁଟର ଅଜଗର ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଡ଼ମପଡା-ଚନ୍ଦକା ଅଭୟାରଣ୍ୟର ଜାରିଆ ନିକଟସ୍ଥ ଜଙ୍ଗଲରୁ ଅଜଗର ଉଦ୍ଧାର କରାଯାଇଛି । ପୂର୍ବରୁ ସେହି ଜଙ୍ଗଲରୁ ସାନମୁଣ୍ଡଳୀ ଗାଁର ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିଥିବା ଅଭିଯୋଗ ହୋଇଥିଲା । ସେହି ସ୍ଥାନରେ ଆଉ ଏକ…

କେନ୍ଦୁଝର ହଳଦୀବଟା ଫାୟାର ଷ୍ଟେସନ ନିକଟରୁ ୧୨ ଫୁଟର ଅଜଗର ଉଦ୍ଧାର

ଘଟଗାଁ(କେନ୍ୟୁଜ୍): ୧୨ ଫୁଟ ର ଅଜଗର ଉଦ୍ଧାର। କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ର ହଳଦୀବଟା ଫାୟାର ଷ୍ଟେସନ ନିକଟରୁ ବନ ବିଭାଗ ଏକ ୧୨ ଫୁଟର ଅଜଗର ଉଦ୍ଧାର କରିଛି। ସାପଟି ରାସ୍ତା କଡ଼ରେ ଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସାହାରପଡା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସାହାରପଡା…

ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର(କେନ୍ୟୁଜ୍): ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଗାଁର ନାଯକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ…

ମନମୁଣ୍ଡା ରେଞ୍ଜ ଯୋଗୀନ୍ଦ୍ରପୁର ଗ୍ରାମରୁ ୮ଫୁଟ ଅଜଗର ସାପ ଉଦ୍ଧାର

କଣ୍ଟାମାଳ(କେନ୍ୟୁଜ୍): ଅଜଗର ସାପ ଉଦ୍ଧାର! ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଯୋଗୀନ୍ଦ୍ରପୁର ଗ୍ରାମରୁ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ବନ ବିଭାଗର କର୍ମଚାରୀ ସ୍ନେକ ହେଲ୍ପ ଲାଇନ ସହାୟତାରେ ସାପଟିକୁ ଧରି ସ୍ଥାନୀୟ ଅର୍ଜୁନପୁର ଜଙ୍ଗଲରେ ଛାଡି ଦେଇଥିଲେ। ସାପକୁ ନେଇ…

ନଦୀରେ ମାଛ ମାରୁଥିବାବେଳେ ଜାଲରେ ପଡିଲା ୧୫ ଫୁଟ ଲମ୍ବର ଅଜଗର

ନୟାଗଡ(କେନ୍ୟୁଜ୍): ବିରାଟକାୟ ଅଜଗର । ନୟାଗଡ ଜିଲ୍ଲା ଭାପୁର ବ୍ଲକ ମଣିପୁର ଗାଁରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି। ନଦୀରେ ମାଛ ମାରୁଥିବାବେଳେ ସାପଟି ଜାଲରେ ପଡିଥିଲା । ସାପର ଲମ୍ବର ପ୍ରାୟ ୧୫ ଫୁଟ ହେବ । ସାପ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଫରେଷ୍ଟ ବିଭାଗ…

ଘରେ ଥିବା ଏକ ଗାତରୁ ବାହାରିଲା ୫ଟି ନାଗ ଛୁଆ, ଆତଙ୍କିତ ପରିବାର ଲୋକେ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ବସନ୍ତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୫ଟି ନାଗସାପ ଉଦ୍ଧାର ହୋଇଛି । ଗାଁର ବଶୀଧର ରଣାଙ୍କ ଘରେ ଏକ ଗାତରେ ନାଗସାପ ରହିଥିବା ପରିବାର ଲୋକେ ଦେଖି ଡରି ଯାଇଥିଲେ । ଏ ସମ୍ପର୍କରେ ସ୍ନେକ୍ ହେଲ୍ପ ଲାଇନ୍‌ ସଦସ୍ୟ ଦେବାଶିଷ…

ଜାଲରେ ଚାରି ଦିନ ହେବ ଫଶି ରହିଥିବା ଆହତ ନାଗ ଉଦ୍ଧାର

କାକଟପୁର(କେନ୍ୟୁଜ୍): ଜାଲରେ ପ୍ରାୟ ଚାରି ଦିନ ହେବ ଫଶି ରହିଥିବା ଏକ ଆହତ ନାଗ ସାପ ଉଦ୍ଧାର। ସାପଟିକୁ ହେଲ୍ପ ଇଣ୍ଡିଆ ଆନିମଲ ଆଣ୍ଡ ସ୍ନେକ ରେସ୍କୁ ସଦଶ୍ୟ ବ୍ରଜ କିଶୋର ସାହୁ ଉଦ୍ଧାର କରିଛନ୍ତି। ଅସ୍ତରଙ୍ଗ ନିକଟ ଝାରିଆ ଗ୍ରାମର ଅଜିତ ପୋଲେଇଙ୍କ ବାଡିରେ ବିଛା ଯାଇଥିବା ଜାଲରେ ନାଗ ସାପଟି…

ଘର ଭିତରୁ ବାହାରିଲା ୨୩ ନାଗସାପ ଛୁଆ, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

ମାର୍ଶାଘାଇ (କେନ୍ୟୁଜ): କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଗୌଡଗାଁର ମଞ୍ଜୁଲତା ନାୟକଙ୍କ ଘରୁ ୨୩ ଟି ନାଗସାପ ଛୁଆ ଉଦ୍ଧାର କରିଛନ୍ତି କେନ୍ଦ୍ରାପଡା ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଫୁଲ୍ଲ ସ୍ବାଇଁ।ନାଗସାପ ମାନେ ବର୍ଷା ଦିନ ପ୍ରଥମରୁ ଅଣ୍ଡା ଦେଇ ଛୁଆ କରିଥାନ୍ତି।ବିଶେଷ ଭାବେ ବର୍ଷା ଦିନରେ…