Browsing Tag

snake suicide

ଦେଖନ୍ତୁ ସାପର ଲାଇଭ୍ ସୁଇସାଇଡ୍, ପଶ୍ଚିମବଙ୍ଗ ଖଡ଼ଗପୁର ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଘଟଣା

ବାଲେଶ୍ବର: ଜଙ୍ଗଲରେ ସାପ କଥା ଆପଣ ଶୁଣିଥିବେ । ହେଲେ ରେଳ ଷ୍ଟେସନରେ ବିରଳ ସାପ ବୁଲିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଘଟଣା ସମ୍ପୂର୍ଣ୍ଣ ସତ୍ୟ । ସାପଟି ଖାଲି ବୁଲୁନି ରେଳ ଲାଇନ ପାରି କରିବାକୁ ମଧ୍ୟ ଉଦ୍ୟମ କରୁଛି ହେଲେ ଶେଷରେ ରେଲଗାଡି ଚାପାରେ ଜୀବନ ହାରିବାକୁ ପଡୁଛି…