Browsing Tag

snake video viral

ନାଗସାପକୁ ବାଥରୁମରେ ଥଣ୍ଡା ପାଣିରେ ଗାଧୋଇଦେଲେ ବ୍ୟକ୍ତି, ଭିଡିଓ ଭାଇରଲ

ସାପମାନେ ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନ ଏବଂ ଥଣ୍ଡା ପାଗରେ ଉଷ୍ମ ସ୍ଥାନ ଖୋଜନ୍ତି । ଆଉ ଏପରି ସ୍ଥାନରେ ବସନ୍ତି ଯାହାକୁ କେହି ଦେଖି ପାରିବେ ନାହିଁ । ତେବେ ସାପମାନଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ନାଗ ସାପକୁ କୁହାଯାଏ । କାରଣ ଏହାର ବିଷ ଥରେ ଯାହା ଦେହକୁ ଯାଇଥାଏ, ତାର ବଞ୍ଚିବା ବହୁତ…

ପିଲାଟି ଖେଳୁଥିବା ବେଳେ ହଠାତ୍‌ ଚାଲିଆସିଲା ସାପ, ସାପର ବେକ ଧରି ଫୋପାଡିଦେଲା କୁନି ପିଲା: ଦେଖନ୍ତୁ ଭିଡିଓ

ସାପ ଭୟଙ୍କର ଏବଂ ବିଷାକ୍ତ ହେବା ଯୋଗୁଁ ମଣିଷ ଏହା ପାଖକୁ ଯିବାକୁ ଭୟ କରିଥାଏ। ସାପ ଦେଖିବା ମାତ୍ରେ ମଣିଷ ଜୀବନ ବିକଳରେ ଦୌଡିବାକୁ ଆରମ୍ଭ କରେ । ସାପକୁ ସମସ୍ତେ ଭୟ କରନ୍ତି ଆଉ ଏହାର ଗୋଟେ ବୁନ୍ଦା ବିଷ ମଣିଷର ଜୀବନର ନେବା ପାଇଁ ସକ୍ଷମ। ଆଉ ଏଥିପାଇଁ ମଣିଷ ସାପ ନାଁ ଶୁଣିଲେ ମଣିଷ ଭୟଭୀତ…

ଶିକାର ଖୋଜିବାକୁ ଯାଇ ନିଜେ ଶିକାର ହୋଇଗଲା ସାପ, ଜୀବନ ବିକଳରେ ଗାତ ବାହାରେ ହେଲା ଛଟପଟ: ଦେଖନ୍ତୁ ଭିଡିଓ

ସମସ୍ତେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଆଉ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ସାମ୍ନାକୁ ଆସିଥାଏ। ବେଳେ ବେଳେ ଏମିତି କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦେଇଥାଏ। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି। ଯେଉଁଥିରେ ସାପଟି ପିମ୍ପୁଡି ଗାତରେ ପଶିବା ପରେ ତା’ ଅବସ୍ଥା କ’ଣ ହୋଇଛି,…

କୂଅରେ ଫସିଥିବା ସାପକୁ ଏମିତି ଉଦ୍ଧାର କଲେ ଯୁବକ; ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ନାଗରାଜର ଜୀବନ…ଦେଖନ୍ତୁ ଭୟଙ୍କର…

ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ଏମିତିରେ ସାରା ବିଶ୍ୱରେ ସାପଙ୍କର ଅନେକ ପ୍ରଜାତି ଅଛନ୍ତି, ସେଥି ମଧ୍ୟରୁ କିଛି ପ୍ରଜାତିଙ୍କ ବିଷୟରେ ଆମେ ଅଳ୍ପ ବହୁତେ ଜାଣିଛୁ। ସେପଟେ କିଛି ଲୋକ ଅଛନ୍ତି,…

ନଡିଆ ଗଛକୁ ନାଗଫାଶ କରି ଚଢିଲା ବିଶାଳକାୟ ସାପ, ଭିଡିଓ ଦେଖି ଶିହରି ଯିବ ଦେହ

ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାରର ଭୟଙ୍କର ଭିଡିଓ ନିଶ୍ଚିତ ଦେଖୁଥିବେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଡର ମଧ୍ୟ ଲାଗିଥାଏ। ଆଉ କେତେକ ସମୟରେ ଓ୍ଵାଇଲ୍ଡ ଲାଇଫ ସହିତ ଜଡିତ କିଛି ଭିଡିଓ ସୋସିଆଲ ମିଡିଆରେ ୟୁଜର୍ସଙ୍କ ହୋସ୍‌ ଉଡାଇଦେଇଥାଏ। ଏଥିରୁ ଏମିତି କିଛି ଭିଡିଓ ରହିଛି,…

ଭୟଙ୍କର ଦୃଶ୍ୟ! ଫଣା ଟେକି ବସିଥିବା ବିଶାଳକାୟ ସାପକୁ କିସ୍‌ କଲେ ଯୁବତୀ, ଆପଣ ବି ଦେଖି ନିଅନ୍ତୁ Video

ପୃଥିବୀ ପୃଷ୍ଠରେ ଦେଖା ଯାଉଥିବା ଅତି ଭୟଙ୍କର ତଥା ବିଷାକ୍ତ ସରୀସୃପ ମଧ୍ୟରୁ ସାପ ଅନ୍ୟତମ। ସାପ ଆମ ଆଖପାଖରେ ଦେଖାଗଲେ, ଆମେ ଭୟରେ ଥରିଉଠୁ। ଲୋମମୂଳ ଟାଙ୍କୁରି ଉଠେ। ଛୋଟ ଛୁଆ କ’ଣ, ବଡ଼ ବଡ଼ ଲୋକ ବି ଭୟ କରି ଯାଆନ୍ତି। ସାପକୁ କୌଣସି ଭରସା ନ ଥାଏ। ଏହା କେତେବେଳେ କେଉଁ ପରିସ୍ଥିତିରେ…

ନାଗୁଣୀକୁ ଆକର୍ଷିତ କରିବା ପାଇଁ ପରସ୍ପର ମଧ୍ୟରେ ଘମାଘୋଟ ଲଢେଇ କଲେ ଦୁଇ ନାଗ, ଦେଖନ୍ତୁ ଭିଡିଓ

ଫେସବୁକ, ଟ୍ଵିଟର, ଇନଷ୍ଟା ୟୁଜର୍ସ ଓ୍ଵାଇଲ୍ଡ ଲାଇନ ଭିଡିଓକୁ କେବଳ ପସନ୍ଦ କରନ୍ତି ନୁହେଁ, ବରଂ ଏହାକୁ ସେୟାର ମଧ୍ୟକରନ୍ତି। ଅବଶ୍ୟ ଆପଣ ପ୍ରେମ ପାଇଁ କିଏ କେଉଁଠି ଗଣ୍ଡଗୋଳ କରୁଥିବା ଆପଣ ଜାଣିଥିବେ କିମ୍ବା ଶୁଣିଥିବେ ନିଶ୍ଚିତ। କିନ୍ତୁ ଏଠାରେ ଯେଉଁ ଗଣ୍ଡଗୋଳ ଦେଖିବାକୁ ମିଳିଛି ତାହା…

ପରସ୍ପର ସହ ଯୋଡ଼ି ହୋଇ ଦୀର୍ଘ ସମୟ ଧରି ପ୍ରେମ କରୁଛନ୍ତି ନାଗ ଓ ନାଗୁଣୀ, ଦେଖନ୍ତୁ ତାଜୁବ କରିଦେବା ଭଳି ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ତାଜୁବ କରିଦେବା ଭଳି ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ବି ଚକିତ ହୋଇଯିବେ। ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ ସାପ ଯୋଡ଼ି…