Odisha News
.
Browsing Tag

snake

୮ ବର୍ଷର ଛୁଆକୁ ଦଂଶନ ପରେ ମରିଗଲା ସାପ

ଉତ୍ତର ପ୍ରଦେଶର ଯୌନପୁର ଜିଲ୍ଲାରୁ ଏକ ଆଶ୍ଚଯ୍ୟର୍ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବିଷଧର ସାପ ଛୋଟ ଛୁଆଟିକୁ ଛୋଟ ମାରିବା ପରେ ହିଁ ସାପଟିର ମୃତ୍ୟୁ ହୋଇଯାଇଛି। ମୁଗୁରାବାଦଶାହାପୁର ଥାନା କ୍ଷେତ୍ରରେ ବଡାଗାଁରେ ଗତ ମଙ୍ଗଳବାର ଦିନ କମଲେଶ ମୌର୍ଯ୍ୟଙ୍କ ପୁତ୍ର ଅଂଶ ମୌର୍ଯ୍ୟ (୮) ଘର…

କିମ୍‌ କାର୍ଦଶିୟନଙ୍କ ବାହାଦୂର ଝିଅ ଶିକାଗୋ, ସାପ ସହିତ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ହଲିଉଡ୍‌ ସେଲିବ୍ରିଟି କିମ୍‌ କାର୍ଦଶିୟନଙ୍କ ଝିଅ ଶିକାଗୋ ସାପ ସହିତ ଖେଳୁଥିବାର ନଜର ଆସିଛନ୍ତି। କିମ୍‌ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ବାହାଦୂର ଝିଅ ଶିକାଗୋ’। ତେବେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଦେଖି କିମ୍‌ଙ୍କ ଉପରେ…

ସାପ ସହ ଲଢିଲେ ୪ କୁକୁର, ବର୍ତ୍ତିଗଲା ଶ୍ରମିକଙ୍କ ଜୀବନ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବଡଗାଁ ଗ୍ରାମ ଠାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଇଟା ନିର୍ମାଣ ସ୍ଥାନରେ କିଛି ଲୋକୋ କାମକରୁଥିବା ବେଳେ ଏକ ନା ସାପ ପସିଥିଲା। ତେବେ ସବୁ ଦିନେ ସେଠାରେ କାମ କରୁଥିବା ଶ୍ରମୀକ ମାାନେ ନାଗ ସାପର ଉପସ୍ଥିତି…

ଗୋଟିଏ ସ୍ଥାନରେ ଏକତ୍ର ହୋଇ ପ୍ରଜନନ କରିଥାନ୍ତି ୭୦ ହଜାର ସାପ, ଜାଣନ୍ତୁ କେଉଁଠି

କାନାଡା: ପ୍ରତିବର୍ଷ ପାଖାପାଖି ୭୦ହଜାର ସାପ କାନାଡାର ମୋନିଟୋବାର ଏକ ଅଞ୍ଚଳରେ ଏକାଠି ହୋଇଥାନ୍ତି । ଏହି ସାପ ଏଠାରେ ଏଥିପାଇଁ ଏକାଠି ହୋଇଥାନ୍ତି କାରଣ ସେମାନେ ଯେପରି ସମୁହ ପ୍ରଜନନ କରିପାରିବେ । ଏହାକୁ ଦୁନିଆରେ ସାପଙ୍କ ସବୁଠାରୁ ବଡ ମେଳା ବୋଲି କୁହାଯାଇଥାଏ । ଉଭୟ ପୁରୁଷ ଏବଂ ନାରୀ…

ଉତ୍ତରପ୍ରଦେଶ: ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ କାମୁଡିଦେଲା ସାପ, ତାପରେ ହେଲା କିଛି ଏପରି

ଉତ୍ତରପ୍ରଦେଶ(କେନ୍ୟୁଜ୍) : ନିଶାସକ୍ତ ଅବସ୍ଥାରେ ଲୋକେ ପାଗଳ ଭଳି କାମ କରିଥାନ୍ତି। କିନ୍ତୁ ଉତ୍ତରପ୍ରଦେଶରେ ଏକ ବିଚିତ୍ର ଘଟଣା ରବିବାର ରାତିରେ ଘଟିଯାଇଛି । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ବେଦାପରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ ଦାନ୍ତରେ କାମୁଡି କେକ୍ କାଟିବା ଭଳି ଖଣ୍ଡ ଖଣ୍ଡ କରି…

ପାରଳାଖେମୁଣ୍ଡି ଶିବ ମନ୍ଦିରର ଦୃଶ୍ୟ, ଗୋଟିଏ ସ୍ଥାନରେ ନାଗ ଓ କଇଁଛ

ପାରଳାଖେମୁଣ୍ଡି : ଗୋଟିଏ ସ୍ଥାନରେ ନାଗ ଓ କଇଁଛ । ମନ୍ଦିରରେ ଖେଳୁଛନ୍ତି ନାଗ ଓ କଇଁଛ । ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡି ସ୍ଥିତ ଶିବ ମନ୍ଦିରରେ । ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏପରି ଦେଖିବାକୁ ମିଳିଥିଲା । ନିର୍ଭୟରେ ୫୦ଟି କଇଁଛ ସହ ନାଗ…

ବରଗଡ: ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ କରିବା ପଡିଲା ମହଙ୍ଗା, ମୁଖ୍ୟ ନାୟକକୁ ଅଟକ ରଖିଲା ବନବିଭାଗ

ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ସୁଟିଂ ଘଟଣାରେ ମୁଖ୍ୟ ନାୟକ ରୋହିତ ମେହେର ଅଟକ । ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ରୋହିତଙ୍କୁ ଅଟକ ରଖି ପଚରାଉଚରା କରୁଛି ବରଗଡ଼ ବନ ବିଭାଗ । ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ କହିଛନ୍ତି । କିଛି…

ସାବଧାନ ଜଙ୍ଗଲ ଅଞ୍ଚଳରେ କାର ପାର୍କିଙ୍ଗ କରଛନ୍ତି କି?, ତେବେ ଆପଣଙ୍କ ଗାଡିରେ ବି ପଶିପାରେ ସାପ

ଆପଣ ଯିଦି ଜଙ୍ଗଲ ଅଞ୍ଚଳରେ ଗାଡି ପାର୍କିଙ୍ଗ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ କାରଣ ଆପଣଙ୍କ ଅଜାଣତରେ କାର ଇଞ୍ଜିନ ଭିତରେ ସାପ ପାଶିଯାଇପାରନ୍ତି। ଏମିତି ଏକ ଘଟଣା ଘଟଛି ଆନ୍ଧ୍ରପ୍ରଦେଶର ତିରୁମାଲା ସହରରେ । ଏକ ଟ୍ୟାକ୍ସିର ଇଞ୍ଜିନରେ ୮ ଫୁଟର ଏକ ବିଷଧର ସାପ ପଶିଯାଇଥିବାର ଡ୍ରାଇଭର…

ଭଦ୍ରକ: ପୁଣି ନାଗ ସାପ ଆତଙ୍କ, ଉଦ୍ଧାର ହେଲା ୪୫ଟି ନାଗ ଛୁଆ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ପୁଣି ନାଗ ସାପ ଆତଙ୍କ। ଘରୁ ଉଦ୍ଧାର ହେଲା ମେଞ୍ଚା ମେଞ୍ଚା ନାଗ ସାପ ଛୁଆ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିସାହିର ସୁରେଶ ରାଉତଙ୍କ ଶୋଇବା ଘରେ ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର…

ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ସାପ, ଭିଡିଓ ଭାଇରାଲ୍

ଏଟିଏମରୁ ଟଙ୍କା ବାହାର କରିବାକୁ ଯାଉଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ଏଟିଏମରୁ ଟଙ୍କା ନୁହେଁ ବାହାରିପାରେ ସାପ । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୋଇମ୍ବାଟୋରେ ଅଂଚଳରେ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ…

ମଧ୍ୟାହ୍ନ ଭୋଜନରେ ସାପ, ଭୋକିଲା ରହିଲେ ପିଲା

ମହାରାଷ୍ଟ୍ର : ମଧ୍ୟାହ୍ନ ଭୋଜନରେ ସାପ । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଖେଚୁଡିରେ ବାହାରିଲା ସାପ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସୂଚନା ଅନୁସାରେ ଆଜି ଗରଗମାନ ଜିଲ୍ଲା ପରିଷଦର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ତେବେ ଖାଦ୍ୟ ବଢା ପର୍ବୂରୁ…

ସାପ ଦେଖିବା ଶୁଭ ନା ଅଶୁଭ, ଆସନ୍ତୁ ଜାଣିବା ?

ସାପ, ନା ଶୁଣିଲା ମାତ୍ରେ ଭୟ ଲାଗିଥାଏ । ଏପରିକି ଯେଉଁଠାରେ ସାପ ଦେଖାଯାଇଥାଏ ସେଠାରେ ନାହିଁ ନଥିବା ଭିଡ଼ ଜମିଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଘରୁ ବାହାରୁଥିବା ସମୟରେ ସାପର ଦେଖିବା ଶୁଭ ହୋଇଥାଏ। ଆଜି ଆମେ କେଉଁ ସମୟରେ ସାପର ଦର୍ଶନ ଶୁଭ କି ଅଶୁଭ ତାହା ବିଷୟରେ କହିବାକୁ ଯାଉଛୁ।…