Browsing Tag

snake

ମଝି ଆକାଶରେ ବିମାନରୁ ବାହାରିଲା ସାପ, ଭାଇରାଲ ହେଉଛି ଛାତି ଥରା ଭିଡିଓ

ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଫ୍ଲାଇଟ୍‌ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର ଏସିଆର ଫ୍ଲାଇଟ୍‌ ନମ୍ବର AK ୫୭୪୮…

ସାପକୁ ଧରିଲାବେଳେ ତାର ଲାଞ୍ଜକୁ କାହିଁକି ଆଗ ଧରନ୍ତି, କଣ ଏହାର ଉତ୍ତର ଜାଣନ୍ତି ଆପଣ?

ସାପକୁ ଦେଖିଲେ ମାତ୍ରକେ ଲୋମଟାଙ୍କୁରୀ ଉଠେ। କିନ୍ତୁ କିଛି ଲୋକ ସାପକୁ ଧରିବାରେ ବେଶ୍‌ ଓସ୍ତାଦ ଏବଂ ମାହିର ଥାନ୍ତି। ସେମାନେ ବଡ ସହଜ ତରିକାରେ ହିଁ ସାପକୁ ଧରିପକାନ୍ତି। ସେମାନଙ୍କୁ ଜଣାଥାଏ ଯେ କେମିତି ଭାବେ ସାପକୁ କଣ୍ଟ୍ରୋଲ କରିହେବ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ସାପର ଫଣାକୁ…

ଏହି ଦ୍ୱୀପରେ ସାପ ସାଲୁବାଲୁ, ଯିଏ ଥରେ ଯାଇଛି ସେ ଆଉ ଜୀବନ ନେଇ ଫେରିନି

ସ୍ନେକ ଆଇଲ୍ୟାଣ୍ଡ ପୃଥିବୀର ସବୁଠୁ ବିପଦ ପୂର୍ଣ୍ଣ ସ୍ଥାନ। ଲୋକମାନଙ୍କୁ ଏହି ଆଇଲ୍ୟାଣ୍ଡକୁ ଯିବା ପାଇଁ ମନା କରାଯାଏ। ବ୍ରାଜିଲ୍‌ ସହର ସାଓ ପାଲୋ ରାଜ୍ୟର ସୈଟାଁସ ଉପକୂଳରୁ ୯୦ମାଇଲ ଦୂରରେ ଆଟଲାଣ୍ଟିକ ମହାସାଗରରେ ଏହି ଆଇଲ୍ୟାଣ୍ଡ ରହିଛି । ପୃଥିବୀ ଦେଖିବାକୁ ବହୁତ ବଡ ଓ ସୁନ୍ଦର। ଏହାର…

ବିରାଟ ବଡ଼ ସାପର ଚଲା ଦେଖି ଅଟକି ଗଲା ଟ୍ରାଫିକ, ଦେଖନ୍ତୁ ଭିଡ଼ିଓ

ବିରାଟ ବଡ ସାପକୁ ବାଟରେ ଦେଖି ସମସ୍ତଙ୍କ ଗାଡ଼ି ଅଟକି ଗଲା। କୋଚିର ସିପୋର୍ଟ ଏୟାରପୋର୍ଟ ରୋଡରେ ଏକ ବିଶାଳ ପାଇଥାନ ଦେଖିବାକୁ ମିଳିଥିଲା । ଏହି ବିଶାଳକାୟ ସାପକୁ ଦେଖିବା ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା । ଏହି ବଡ଼ ସାପକୁ ସମସ୍ତେ ରାସ୍ତାରେ ଯିବାପାଇଁ ବାଟ ଛାଡିଥିଲେ । ଏହାକୁ ପ୍ରଥମେ…

ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ଡୋବରମ୍ୟାନ୍‌, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର(କେନ୍ଯୁଜ୍): ଡୋବରମ୍ୟାନ୍‌-ନାଗ ମୁହାଁମୁହିଁ । ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ଡୋବରମ୍ୟାନ୍‌ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଅଗଣା ଦେଇ ଏକ ୩ ଫୁଟ ଲମ୍ବର ନାଗ ସାପ…

ବିୟର କ୍ୟାନରେ ଫସିଲା ନାଗ, ୨୦ମିନିଟର ଅପରେସନ୍ ପରେ କରାଗଲା ଉଦ୍ଧାର

ପୁରୀ(କେନ୍ଯୁଜ୍): ବିୟର କ୍ୟାନରେ ଫସିଲା ନାଗ । ଖବର ପାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ମିଳିଥିବା ଖବର ମୁତାବକ, ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ମାଧିପୂର ଗ୍ରାମର ଜିତେନ୍ଦ୍ର ମହାପାତ୍ରଙ୍କ ବାଡ଼ି ପଟେ  ଅସ୍ୱାଭାବିକ ଭାବେ ଏକ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଥିଲା । ଏମିତି କି…

ବ୍ଲାକ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ଏହି ବ୍ୟକ୍ତି, ଭିଡ଼ିଓ ହେଉଛି ଖୁବ ଭାଇରାଲ

ସାପ ଏମିତି ବିଷଧର ଜୀବ ଯାହାକୁ ଦେଖିବା ମାତ୍ରେ ସମସ୍ତେ ଡରନ୍ତି। ଆଉ ତା ପାଖକୁ ଯିବା କଥା ଭାବିଲେ ତ ମନରେ ଛନକା ପଶିଯାଏ। ଯଦି ଏହି ପରିସ୍ଥିତିରେ ଆପଣଙ୍କୁ କୁହାଯିବ ଯେ ଶୋଷିଲା ସାପ ପାଖକୁ ଯାଇ ପାଣି ପିଆନ୍ତୁ । ତେବେ ଆପଣ ଯିବେ କି? ହୁଏତ କେହି ବି ଯିବେନି। କାରଣ ନିଜ ଜୀବନ ପ୍ରତି…

କାର୍‌ ଇଞ୍ଜିନ ଭିତରୁ ଶୁଭିଲା ଫଁଫଁ ଗର୍ଜନ, ବାହାରିଲା ୫ ଫୁଟର ନାଗ

ଯାଜପୁର (କେନ୍ଯୁଜ୍): କାର୍‌ ଭିତରେ ଲୁଚିଥିଲା ନାଗ । ଇଞ୍ଜିନ ଭିତରେ ଶୋଇଥିଲା ସାପ । ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣିଥିଲେ ଗାଡ଼ି ମାଲିକ ଦିଲ୍ଲୀପ ପୃଷ୍ଟି । । ଏହାପରେ ବନେଟ୍‌ ଖୋଲି ଦେଖିଥିଲେ ୫ ଫୁଟର ନାଗ ସାପ । ଯାଜପୁର ବରୁହା ରକେଇ ବଜାର ଅଞ୍ଚଳର ଘଟଣା । ଦିଲ୍ଲୀପ ଟର୍ଚ୍ଚ ମାରି…

ଯୁବକଙ୍କ କୋଳରେ ଆସି ବସିଗଲା ବିଷାକ୍ତ ସାପ, ଉପସ୍ଥିତ ବୁଦ୍ଧି ଖଟାଇବାରୁ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଅଧିକାଂଶ ଲୋକଙ୍କର ପିଳେହି ପାଣି ହୋଇଯାଏ। ସାପ ଏକ ବିଷାକ୍ତ ଜୀବ ହୋଇଥିବାରୁ ଏହା କାମୁଡ଼ିଲେ ମୃତ୍ୟୁର ଭୟ ରହିଥାଏ। ଏଣୁ ସମସ୍ତେ ସାପ ଠାରୁ ଦୂରେଇ ରହିବାକୁ ହିଁ ପସନ୍ଦ କରନ୍ତି। ତେବେ ଲୋକମାନେ ଦୂରେଇ ରହୁଥିଲେ ବି ଯଦି ସାପ ଆସି କୋଳରେ ବସିଯାଏ ତେବେ ଆପଣ କ’ଣ…

ଆଠଗଡ଼ ଶିବ ମନ୍ଦିରରୁ ତିନି ଫୁଟର ନାଗ ସାପ ଉଦ୍ଧାର, ସନ୍ଧ୍ୟାରୁ ରାତି ଅଧ ଯାଏ ଫଣା ଟେକି ରହିଲା

ଆଠଗଡ଼ (କେନ୍ୟୁଜ): ଗତକାଲି ସନ୍ଧ୍ୟାରେ ସମସରପୁର ପଞ୍ଚାୟତ ନଡୁଆପଡ଼ା ଶଙ୍କର୍ଷଣ ମନ୍ଦିର ରୋଷେଇ ଘରେ ଏକ ତିନି ଫୁଟର ନାଗସାପ ବାହାରିଛି । ଏହି ସାପଟି ସନ୍ଧ୍ୟାରୁ ପାଖାପଖି ରାତ୍ର ୧ଟା ପର୍ଯ୍ୟନ୍ତ ଫଣା ଟେକି ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ…

ଗ୍ୟାସ୍‌ ସିଲିଣ୍ଡର ତଳେ ଫସିଲା ୪ ଫୁଟର ନାଗ ସାପ

ବାଙ୍କୀ (କେନ୍ଯୁଜ୍): ସାପକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯିଏ ଯୁଆଡେ ପାଆନ୍ତି ସିଆଡେ ଦୌଡିବାକୁ ଲାଗିଥାନ୍ତି । ତେବେ ଆମ ଚାରିପାଖରେ ଆମେ ଅନେକ ପ୍ରାକାରର ସାପଙ୍କୁ ଦେଖିଥିବା କିମ୍ବା ସାପର ନାଁ ଶୁଣିଥିବା । ହେଲେ ନାଗ ସାପ ନାଁ ଶୁଣିଲେ ଅଧିକ…

ଆଠଗଡ଼: ମାଛ ଜାଲରେ ଫସିଲା ୫ଫୁଟର ନାଗ ସାପ

ଆଠଗଡ଼(କେନ୍ଯୁଜ୍): ଆଠଗଡ଼ ମାଛ ଜାଲରେ ଫସିଗଲା ୫ଫୁଟର ନାଗ ସାପ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ବ୍ଳକ୍ ଅନ୍ତର୍ଗତ ବେତଖୋଲି ଗାଁରେ । ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ନାଗସାପ ଫସି ଯାଇଥିବା ସେ ଦେଖିବାକୁ ପାଇଥିଲେ । ସେ ଭୟଭିତ ହୋଇ ଆଠଗଡ଼…