ଏହି ସ୍ଥାନରେ ବିବାହ ସମୟରେ ବରକୁ ଯୌତୁକରେ ଦିଆଯାଇଥାଏ ୨୧ଟି ବିଷାକ୍ତ ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଭାରତରେ ବିବାହ ସମୟରେ ଯୌତୁକ ଦେବା ଏକ ପୁରାତନ ପରମ୍ପରା ଅଟେ ଯାହାକି ବହୁ ପୁରାତନ କାଳରୁ ଚାଲି ଆସିଛି । ବିବାହ ସମୟରେ ଝିଅ ଘରଲୋକ ଝିଅ ସହିତ ଯୌତୁକରେ ଟଙ୍କା, ଗାଡି, ଗହଣା ଇତ୍ୟାଦି ଭଳି ବହୁତ ମହଙ୍ଗା ଜିନିଷ ଉପହାରରେ ଦେଇଥାନ୍ତି ଯାହାକୁ ଯୌତୁକ କୁହାଯାଏ । କିନ୍ତୁ ଏକ ଏପରି ସ୍ଥାନ…