Browsing Tag

snana yatra

ମଧ୍ୟାହ୍ନ ୧୨ଟା ନୁହେଁ ଅପରାହ୍ନ ୩ଟା ଯାଏଁ ଆଜି ଜଗା ଦର୍ଶନ ବନ୍ଦ, ଜାଣନ୍ତୁ ଆସନ୍ତାକାଲି ସ୍ନାନଯାତ୍ରାର ନୀତିକାନ୍ତି…

ପୁରୀ(କେନ୍ୟୁଜ): ଆଜି ଅପରାହ୍ନ ୩ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ। ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ। ସ୍ନାନମଣ୍ଡପରେ ୧୦୮…

ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ବର: ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ହୋଇଛି । ପୋଲିସ ଛାଉଣୀରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ନୀତି କରାଯାଇଛି । ରତ୍ନ ସିଂହାସନ ଛାଡ଼ି…

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ: ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ୧୫ ଦିନ…

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ମହାରାଜ, ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା

ପୁରୀ: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ। ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା । ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନଦେବୀକୁ ନଆସିବା ନେଇ ସୂଚନା ମିଳିଛି । ତେବେ ଗଜପତି ମହାରାଜ ନଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଅପରପଟେ ନିର୍ଦ୍ଧାରିତ ସମୟରେ ଚାଲିଛି…

୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଜ ଦେଶରେ ଦେବେ ଦର୍ଶନ

ପୁରୀ : ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନସିହ୍ନାସନରୁ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ…

ଆଜି ଦେବ ସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି…

ପୁରୀ: ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି । ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି । ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ…

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ହେବ ପହଣ୍ଡି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ କରୋନା କଟକଣା ପାଇଁ  ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ ।…

ସ୍ନାନଯାତ୍ରା ପାଇଁ ନିୟୋଜିତ ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କର ଆଜି ହେବ କୋଭିଡ ଟେଷ୍ଟ

ପୁରୀ: ସ୍ନାନଯାତ୍ରା ପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି କରିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ଏହି ନିଷ୍ପତ୍ତି  ନିଆଯାଇଥିବାବେଳେ, ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଦଇତାପତି ସେବାୟତଙ୍କର ଏହି ଟେଷ୍ଟ ଆଜି ଓ ଆସନ୍ତାକାଲି ହେବ। ଏହା…

ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା

ପୁରୀ: ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ । ଶ୍ରୀଜଗନ୍ନାଥଙ୍କ ସେବାରେ ୬୦, ଶ୍ରୀବଳଭଦ୍ରଙ୍କ ସେବାରେ ୫୦, ଦେବୀ ସୁଭଦ୍ରାଙ୍କ ନୀତିରେ ୩୦ ଜଣ ଓ ଶ୍ରୀସୁଦର୍ଶନଙ୍କ ନୀତିରେ ୧୦ ଜଣ ଦଇତାପତି ରହିବେ । ଏନେଇ ଦଇତାପତି ନିଯୋଗର ତାଲିକା ଚୂଡ଼ାନ୍ତ…

ଚଳିତ ବର୍ଷ କରୋନା କଟକଣା ସହ କମ୍‌ ସେବାୟତରେ ହେବ ସ୍ନାନ ଯାତ୍ରା

ପୁରୀ(କେନ୍ୟୁଜ୍‌) : ଚଳିତ ବର୍ଷ କରୋନା କଟକଣା ଯୋଗୁ ଅଳ୍ପ ସେବାୟତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହେବ । ସ୍ନାନ ଯାତ୍ରାରେ ଯୋଗ ଦେଉଥିବା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ କେତେ ସଂଖ୍ୟାରେ ସେବାୟତ ସ୍ନାନ ଯାତ୍ରା କରିପାରିବେ ଓ କେଉଁ ନିଯୋଗରୁ କେତେ ରହିବେ…