କାରରୁ ଯୁବତୀଙ୍କୁ ଧକ୍କା ଦେଇ ତଡ଼ି ଦେଲେ କ୍ୟାବ୍ ଚାଳକ, ଛଡ଼ାଇ ନେଲେ ୪୩ ହଜାର ଟଙ୍କା
କ୍ୟାବ୍ ବୁକ୍ କରୁଥିଲେ ସାବଧାନ୍। କେତେବେଳେ ବି ହୋଇପାରନ୍ତି ଲୁଟ୍ର ଶିକାର। ନିକଟରେ ଜଣେ କ୍ୟାବ୍ ଡ୍ରାଇଭର ଯାତ୍ରୀଙ୍କୁ ଗାଡ଼ିରୁ ଧକ୍କା ଦେଇ ଟଙ୍କା ନେଇ ଯାଇଥିବା ଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶୀ ମହିଳା ଯାତ୍ରୀ। ନୋଏଡାରୁ ଆସିଛି ଏଭଳି ଅଭିଯୋଗ।
ବିଦେଶୀ…