ଭୁଲରେ ବି ଛିଙ୍କକୁ ଅଟକାଇବାକୁ କରନ୍ତୁ ନାହିଁ ଚେଷ୍ଟା , ଫାଟି ଯାଇପାରେ ଇୟର ଡ୍ରମ୍
ଛିଙ୍କ ଆସିବା ଏକ କ୍ରିୟା ଅଟେ । ଯାହା ସମ୍ପୂର୍ଣ୍ଣ ପ୍ରାକୃତିକ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, ଛିଙ୍କ ଆସିବା ଆମ ସୁସ୍ଥ ଜୀବନ ପାଇଁ ନିହାତୀ ଜରୁରୀ । ଯେତେବେଳେ କୌଣସି ତତ୍ତ୍ବ ଆମ ଶରୀରରେ ନାକ ମାଧ୍ଯମରେ ପ୍ରବେଶ କରିଥାଏ, ସେତେବେଳେ ଆମକୁ ଛିଙ୍କ ଆସିଥାଏ । ବାହାର ତତ୍ତ୍ବ ଛିଙ୍କ…