Browsing Tag

snow fall

ସାଉଦି ଇତିହାସରେ ପ୍ରଥମ ତୁଷାରପାତ ! ମରୁଭୂମିରେ ବିଛେଇ ହୋଇଗଲା ଧଳା ବରଫ ଚାଦର

ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ । ଇତିହାସରେ ପ୍ରଥମ ଥର ସାଉଦି ଆରବରେ ପଡ଼ିଛି ବରଫ । ମରୁଭୂମି ପାଇଁ ବିଶ୍ୱ ବିଖ୍ୟାତ ସାଉଦି ଆରବର କିଛି ଭାଗରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଅଲ୍-ଜୌଫ୍ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ଦେଶରେ ଏକ ଶୀତକାଳୀନ ୱଣ୍ଡରଲ୍ୟାଣ୍ଡ ସୃଷ୍ଟି…

ଆମେରିକାରେ ପ୍ରବଳ ତୁଷାରପାତ: ଏକ ମିଲିୟନରୁ ଅଧିକ ଲୋକ ଅନ୍ଧାରରେ, ୫୦୦୦ ବିମାନ ରଦ୍ଦ

ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗୁଁ ବିଜୁଳି ସରବରାହରେ ବନ୍ଦ ରହିଛି । ବୋମା ସ୍ଲାଇକୋନ୍‌ ବିନାଶ ହେତୁ ଏକ ମିଲିୟନରୁ ଅଧିକ ଆମେରିକୀୟ ଘରେ ବିଦ୍ୟୁତ୍ ନାହିଁ । ଅଧିକାଂଶ ଲୋକ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲେ। ଶୀତଦିନେ ବୋମା ସାଇକ୍ଲୋନ୍ ଆମେରିକାରେ ହଇଚଇ…

ହିମାଚଳ ପ୍ରଦେଶରେ ତୁଷାରପାତ, ଗମନାଗମନ ଠପ୍‌

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ତୁଷାରପାତ ଲାଗି ରହିଛି । କିନାଉର, ଜନିଜେଲି, ମଣ୍ଡି ଆଦି ଜିଲ୍ଲା ଗୁଡିକରେ ଭୀଷଣ ବରଫପାତ । ଅନେକ ସ୍ଥାନରେ ଗମନାଗମନ ଠପ୍‌ ହୋଇ ଯାଇଛି । ରାସ୍ତା ଉପରେ ବରଫର ବହଳ ଆସ୍ତରଣ ଜମିରହିଛି । ମେସିନ୍‌ ଦ୍ୱାରା ବରଫ ସଫା କରାଯାଇ ରାସ୍ତା ପରିସ୍କାର କରାଯାଉଛି ।

ଦାରିଙ୍ଗିବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ, ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ

ଦାରିଙ୍ଗିବାଡି: ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ । ଗତ କିଛି ଦିନ ତଳେ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଛି । ଦୁଇ ଦିନ ଧରି ପାରଦ ଖସିବାରୁ ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଘନ କୁହୁଡିର ଚାଦର ତଳେ ସାରା…