ଜାଣନ୍ତୁ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ବତରେ କିପରି ପଡୁଛି ବରଫ, ଏହାକୁ ନେଇ ବୈଜ୍ଞାନିକ ଦେଲେ ବଡ଼ ମତ
ବର୍ତ୍ତମାନ ପାଣିପାଗରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି । ତେବେ ବେଳେବେଳେ ଥଣ୍ଡା ଏବଂ ବେଳେବେଳେ ଗରମ, ଏପରି ଭାବେ ପାଣି ପାଗ କ୍ରମାଗତ ଭାବରେ ବଦଳୁଛି । ଯେଉଁଥିପାଇଁ ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆମେ ପାହାଡ ବିଷୟରେ କହିବାକୁ ଯିବା, ତେବେ ମାର୍ଚ୍ଚ ମାସରେ…