Central Bank ରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର(SO) ପଦବୀ, ମାସକୁ ଦରମା ଲକ୍ଷେରୁ ଅଧିକ
ବ୍ୟାଙ୍କ ଚାକିରି ଖୋଜୁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ। ଯଦି ଆପଣଙ୍କର ନୋଟିଫିକେସନ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ରହିଛି, ତେବେ ଜଲଦି କରନ୍ତୁ ଆବେଦନ। ଏଠାରେ ଇକୋନୋମିଷ୍ଟ, ଡାଟାଏଣ୍ଟ୍ରି…