Browsing Tag

social distancing

ସୋସିଆଲ ଡିଷ୍ଟାନସିଙ୍ଗର ଅଜବ ଯୋଗାଡ଼, ମେଟ୍ରୋରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ Video ଭାଇରଲ

ବେଳେବେଳେ କିଛି ଲୋକ ଏମିତି ଯୋଗାଡ଼ କରିଥାନ୍ତି, ଯାହାର କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ଏବେ କରୋନା କାଳରେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି। କିନ୍ତୁ ଅନେକ ବାର ହଠାତ ଭିଡ଼ ଭିତରେ ଲୋକେ ଏହି ନିୟମକୁ ପାଳନ କରିବାରେ ଅସମର୍ଥ ହୋଇପଡ଼ନ୍ତି। ଏମିତି ସ୍ଥିତିରୁ ମୁକୁଳିବା…

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିଆରା ଡିଭାଇସ୍‌ ତିଆରି କଲା ରେଲୱେ, ପାଖକୁ ଆସିଲେ ବାଜି ଉଠିବ ଆଲାର୍ମ

କରୋନା ମହାମାରୀ ମଧ୍ୟରେ ଦକ୍ଷିଣ ରେଲୱେର ଜଣେ ସିଗ୍‌ନାଲ ଆଣ୍ଡ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟର ଏକ ଏଭଳି ଡିଭାଇସ୍‌ ତିଆରି କରିଛନ୍ତି ଯାହା ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖବାକୁ ମନେ ପକାଇବ। ଏହି ଡିଭାଇସ୍‌ କମ୍‌ ସେ କମ୍‌ ତିନି ମିଟର ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ।…

ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ, ଗ୍ରାହକ ସାମାଜିକ ଦୂରତା ଉଲ୍ଲଙ୍ଘନ କଲେ ଦୋକାନ କରାଯିବ ସିଲ୍

କେନ୍ୟୁଜ୍(ବ୍ୟୁରୋ):  ରଜ ପାଇଁ କର୍ଫ୍ୟୁ କୋହଳ କରି ଭିଡ଼ ହେବା ପରେ ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ। ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସୁନିଶ୍ଚିତ କରିବେ। ଏହାର ଉଲ୍ଲଙ୍ଘନ ହେଲେ ଦୋକାନ ସିଲ କରାଯିବ। ଟ୍ରେଡ…

କରୋନା ପ୍ରଭାବ: ବରମାଳା ପିନ୍ଧାଇବା ପୂର୍ବରୁ କନ୍ୟା, ବରକୁ ପିନ୍ଧାଇଲେ ମାସ୍କ, ଇଣ୍ଟରନେଟରେ ଫଟୋ ଭାଇରଲ

କରୋନା ଭାଇରସର ପ୍ରଭାବ ବର୍ତ୍ତମାନ ବିବାହ ଉପରେ ମଧ୍ୟ ପଡୁଥିବା ଦେଖିବାକୁ ମିଳୁଛି। ଏକ ବିବାହରେ କନ୍ୟା, ବରକୁ ବରମାଳା ପିନ୍ଧାଇବା ପୂର୍ବରୁ ମାସ୍କ ପିନ୍ଧାଇଛନ୍ତି। କେବଳ ଏତିକି ନୁହେଁ, ଉଭୟ ବର, କନ୍ୟା ସରକାରଙ୍କ ନିୟମକୁ ଧ୍ୟାନରେ ରଖି ସୋସିଆଲ ଡିଷ୍ଟାନସିଂରେ ବିବାହ କରିଛନ୍ତି।…

ଲୋକଙ୍କୁ ‘ସୋସିଆଲ ଡିଷ୍ଟାନସିଂ’ ସମ୍ପର୍କରେ ବୁଝାଇବା ପାଇଁ ଘରେ ବସି ଯୁବକ ତିଆରି କଲେ ଅଜବ ଧରଣର…

ଲୋକଙ୍କୁ ସୋସିଆଲ ଡିଷ୍ଟାନସିଂ ସମ୍ପର୍କରେ ବୁଝାଇବା ପାଇଁ ତ୍ରିପୁରାର ଜଣେ ବ୍ୟକ୍ତି ଇଲେକ୍ଟ୍ରୋନିକ ବାଇକ ତିଆରି କରିଛନ୍ତି। ଏହି ବାଇକରେ ଦୁଇଟି ସିଟ ମଝିରେ ପାଖାପାଖି 1 ମିଟରର ଦୂରତା ରହିଛି। ବ୍ୟକ୍ତି ଜଣକ ଏହାକୁ 'COVID-19 ବାଇକ' ନାଁ ଦେଇଛନ୍ତି। ଏହି ଇ-ବାଇକକୁ ଅଗରତାଲାରେ ରହୁଥିବା…

ବିହାର: କରୋନା ଯୁଦ୍ଧକୁ ଜିତିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ପୂଜା ସମୟରେ ବି ଦେଖାଗଲା ‘Social…

ବିହାରରେ କରୋନା ଭାଇରସର ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ ପ୍ରଶାସନ ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ଲୋକେ ଏହି ମହାମାରୀରୁ ମୁକୁଳିବା ପାଇଁ ପୂଜାପାଠ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ବେଗୁସରାୟ ଅଞ୍ଚଳରେ…

ଟ୍ରେନ ଚଳାଚଳ ବେଳେ ସାମାଜିକ ଦୂରତ୍ୱ ଲାଗି ତିନିଥାକିଆ ବଗି ମଝି ବର୍ଥକୁ ଫାଙ୍କା ରଖିପାରେ ରେଲୱେ

କରୋନା ଯୋଗୁ ଦେଶରେ ଜାରି ହୋଇଥିବା ଲକଡାଉନ ଉଠିବା ପରେ ଟ୍ରେନ ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। କରୋନା ଭାଇରସ ସଂକ୍ରମିତ ସ୍ଥାନ ବା ହଟସ୍ପଟ ଘୋଷିତ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନମାନଙ୍କରେ କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ କରୋନା…

‘ସୋସିଆଲ ଡିଷ୍ଟାନସିଙ୍ଗ’ର ନିଆରା ଉଦାହରଣ : ଦୀକ୍ଷାନ୍ତ ସମାରୋହରେ ଛାତ୍ରଙ୍କ ଜାଗାରେ ଡିଗ୍ରୀ ନେଲେ…

ଜାପାନରେ ସୋସିଆଲ ଡିଷ୍ଟାନସିଂ ପାଳନ କରିବାକୁ ଯାଇ ଏକ ଦୀକ୍ଷାନ୍ତ ସମାରୋହରେ ନିଆରା ଉପାୟ ଆପଣା ଯାଇଛି। ସମାରୋହରେ ଛାତ୍ରମାନଙ୍କ ଜାଗାରେ ରୋବୋଟମାନେ ଡିଗ୍ରୀ ନେଇଛନ୍ତି। ନାମ ଡାକିବା କ୍ଷଣି ରୋବୋଟମାନେ ଡ୍ରେସକୋଡ଼ ମୁତାବକ ପ୍ରସ୍ତୁତ ହୋଇ ଆସି ଡିଗ୍ରୀ ନେଇଥିଲେ। ରୋବୋଟମାନଙ୍କ…

ଆଉ କେତେ ସଚେତନ କଲେ ଏମାନେ ସୁଧୁରିବେ?, ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଆବେଦନ ପାଇଁ ଶହ ଶହ ଆବେଦନକାରୀ ହେଲେ ଏକାଠି,…

ଅନୁଗୁଳ(କେନ୍ୟୁଜ୍): କରୋନାର କାୟା ସମଗ୍ର ବିଶ୍ବକୁ ବିସ୍ତାର ହେବା ପରେ ମଧ୍ୟ ଆଜି ଯାଏଁ ଲୋକଙ୍କ ମୁଣ୍ଡରେ ସଚେତନତାର ଜ୍ଞାନ ଉଦୟ ହେଉ ନାହିଁ। ଯାହା ଫଳରେ କିଛି ଅମାନିଆ ଲୋକଙ୍କ ପାଇଁ କଷ୍ଟ ଭୋଗୁଛି ସମଗ୍ର ମାନବ ସମାଜ। ଏଭଳି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ।…

ଲକଡାଉନ୍ ମଧ୍ୟରେ ସୋସିଆଲ ଡିଷ୍ଟାନସିଂ ପାଇଁ ଅଜବ ଉପାୟ ଆପଣାଉଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ସବୁଆଡ଼େ ଏବେ କେବଳ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ । ସାରା ବିଶ୍ୱବାସୀ ବର୍ତ୍ତମାନ୍ ଏହି ଭାଇରସକୁ ନେଇ ଚିନ୍ତାରେ କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ନା ଏହାର କିଛି ଟୀକା ବାହାରିଛି ନା କୌଣସି ଔଷଧ । ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି ଯେଉଁଥିପାଇଁ ପ୍ରତ୍ୟେକ ଦେଶର…