ପ୍ଲାଷ୍ଟିକ ବୋତଲରେ ବନାଇଦେଲେ ଫେସସିଲ୍ଡ ସୋସିଆଲ ମିଡିଆରେ ତାରିଫ କରୁଛନ୍ତି ଲୋକେ , ଦେଖନ୍ତୁ ଭାଇରଲ ଯୁଗାଡ଼
ବର୍ତ୍ତମାନ କରୋନା ପାଇଁ ମାସ୍କ ଓ ଫେସସିଲ୍ଡର ବ୍ୟବହାର ବଢିଯାଇଛି । ପୂର୍ବରୁ ଲୋକମାନେ କେବଳ ମାସ୍କ ପିନ୍ଧୁଥିଲେ କିନ୍ତୁ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଲୋକେ ବର୍ତ୍ତମାନ ଫେସସିଲ୍ଡ ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ବହୁତ କମ ଲୋକ ଏହି ଫେସସିଲ୍ଡ ବ୍ୟବହାର କରିବାର…