Browsing Tag

social media

ଭିନ୍ନକ୍ଷମ ଚଲାଉଛନ୍ତି ବାଇକ୍, ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି

ଆପଣ ନିଶ୍ଚୟ ଶୁଣିଥିବେ ଯେ ଯଦି ଜଣେ ବ୍ୟକ୍ତିର ସାହସ ଅଛି ତେବେ ସେ କିଛି କରିପାରିବେ ।ସାହସଠାରୁ ବଡ଼ କିଛି ନାହିଁ ମନରେ ସାହସ ଥିଲେ ସଫଳତା ନିଶ୍ଚୟ ଆଣି ଥାଆନ୍ତି । ସେମାନେ ଯେକୌଣସି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିପାରିବେ । ସେହିଭଳି କିଛି ଦେଖାଉଥିବା ଏକ ଭିଡିଓ ବର୍ତ୍ତମାନ…

ସୋସିଆଲ ମିଡିଆରେ ଭୁଲ ତଥା ଅତିରଞ୍ଜିତ ଖବର ପୋଷ୍ଟ କରୁଥିଲେ ସାବଧାନ, ଚେକ୍‌ କରିବ PIBର ଫ୍ୟାକ୍ଟ ଚେକ୍ ୟୁନିଟ୍

ସୋସିଆଲ ମିଡିଆରେ ଭୁଲ ତଥା ଅତିରଞ୍ଜିତ ଖବର ପୋଷ୍ଟ କରୁଥିଲେ ସାବଧାନ । ଏଣିକି ଏପରି ବିଷୟବସ୍ତୁ ଉପରେ ନଜର ରଖିବ, ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ । ଅନଲାଇନ୍ ବିଷୟବସ୍ତୁ ଉପରେ ଆଗକୁ ନଜର ରଖିବେ ସରକାର । PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି…

ଜାଣନ୍ତୁ କେଉଁ ଦେଶର ଲୋକମାନେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସମୟ ଅତିବାହିତ କରନ୍ତି?

ସମଗ୍ର ବିଶ୍ୱରେ ଲୋକମାନେ ମନୋରଞ୍ଜନ ଏବଂ ଅନ୍ୟମାନଙ୍କ ସହିତ କନେକ୍ଟ ରହିବା ପାଇଁ ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଦୁନିଆର କେଉଁ ଦେଶ, ଯେଉଁଠାରେ ଲୋକମାନେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସମୟ ଅତିବାହିତ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ…

ସୋସିଆଲ ମିଡିଆରେ ବନ୍ଧୁତା କରି ଦୁର୍ଷ୍ମମ ଶିକାର ହେଲେ ଯୁବତୀ

ସୋସିଆଲ ମିଡିଆରେ ବନ୍ଧୁତା କରୁଛନ୍ତି କି ? ସେମାନେ ଡକାଉଥିବା ସ୍ଥାନକୁ ଯାଇ ଦେଖା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍‌। କାରଣ ଏମିତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ୍‌ ବନ୍ଧୁତାରୁ ଜଣେ ଯୁବତୀଙ୍କ ସହ ଯାହା କିଛି ଘଟିଯାଇଛି ତାହା ଆପଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି…

ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବା ସମୟରେ ହଠାତ୍ ବନ୍ଦ ହୋଇଯାଉଛି କି ଆପ୍? ଜାଣନ୍ତୁ ଏହା ପଛର କାରଣ

ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୋବାଇଲରେ କଥା ହେବା କିମ୍ବା ଚିଠି ପଠାଇବା ପରିବର୍ତ୍ତେ ଲୋକମାନେ ସୋସିଆଲ ମିଡିଆ ଏବଂ ଇନଷ୍ଟାଣ୍ଟ ମେସେଜିଂ ଆପରେ ମେସେଜ କରିବାକୁ ପସନ୍ଦ କରୁଛନ୍ତି । ଏହା ପଛରେ ଗୋଟିଏ କାରଣ ହେଉଛି ଲୋକଙ୍କ ବଢୁଥିବା…

ଫେସବୁକରେ ଲାଇଭ୍ କରି ଜୀବନ ହାରିଲେ ଯୁବକ, ପାରିବାରିକ କଳହରୁ ଏପରି କରିଥିବା ସୂଚନା

ଗୋପ (କେନ୍ୟୁଜ): ସୋସିଆଲ ମିଡିଆରେ ଲାଇଭ୍ କରି ଆତ୍ମହତ୍ୟା । ନିଜ ଦୋକାନ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ ଦୋକାନ କରି ଚଳୁଥିଲେ । ପାରିବାରିକ କଳହରୁ ସୁଜିତ୍ ଆତ୍ମହତ୍ୟା କରିଥିବା…

X, YouTube ଓ Telegramକୁ ସରକାରଙ୍କ ନୋଟିସ

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶ ଜାରି କରଯାଇଛି। ଭାରତ ସରକାର ଏଥର ସୋସିଆଲ ମିଡ଼ିଆ ପାଇଁ ନୂଆ ଓ କଡ଼ା ନିିୟମ ଲାଗୁ କରିବାକୁ ଯୋଜନା କରିଛନ୍ତି। ଶିଶୁ ଯୈାନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟକୁ ଧ୍ୟାନରେ ରଖି ଏହି ନିୟମ ଲାଗୁ…

ଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା , ହାଇକୋର୍ଟଙ୍କ ବୟାନ

ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ଼ ବୟାନ । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଖରେ କେବଳ ଫୋନ ରହୁଛି ତାହା ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କର ନିଜର ଆକ୍ସେସ ମଧ୍ୟ ରହୁଛି । କିନ୍ତୁ ପିଲାମାନଙ୍କ ସୋସିଆଲ ମିଡିଆ ଆକ୍ସେସର ଏକ ନିର୍ଦ୍ଦିଷ୍ଟ ବୟସ…

କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ସୋସିଆଲ ମିଡିଆ, ବଢୁଛି ଏହି ରୋଗ

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ହାତରେ ନିଶ୍ଚିତ ଭାବେ ଫୋନ ରହିଛି । ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ହୋଇଯାଇଛି । ମୋବାଇଲ ବ୍ୟବହାରକାରୀ ମାନେ ସୋସିଆଲ ମିଡିଆରେ ସର୍ବଦା ସମୟ ଦେଉଛନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି ।…

ବାହାଘର ମଣ୍ଡପ ପାଲଟିଲା WWE, ବରକନ୍ୟା ରସଗୋଲା ଖୁଆଖୋଇକୁ ନେଇ ହେଲେ ମାରପିଟ୍‌: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭାଇରଲ ଭିଡିଓ ଦେଖିଥିବେ । ଯାହାକୁ ଦେଖି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଥିବେ । ବିବାହ ସମୟରେ ବରପକ୍ଷ ଏବଂ କନ୍ୟାପକ୍ଷ ମଧ୍ୟ ପାଟିତୁଣ୍ଡ ହେବା ଘଟଣା ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ତାହା ଦେଖିଲେ ଆପଣ ହସି ହସି ନିଶ୍ଚିତ…

ମହଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କ ଫଟୋକୁ ଅଶ୍ଲୀଳ କରି ଭାଇରାଲ କରିବା, ବନ୍ଧା ହେଲା ଉମାକାନ୍ତ ପାଣିଗ୍ରାହୀ

ଭୁବନେଶ୍ବର(କେନ୍ୟୁଜ୍):ମହଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କ ଫଟୋକୁ ଭାଇରାଲ କରିବା। ବନ୍ଧା ହେଲେ ୟୁଟ୍ୟୁବର ଉମାକାନ୍ତ ପାଣିଗ୍ରାହୀ। ତାକୁ ବାଲେଶ୍ବର ସିମୁଳିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗତ ତା.୦୮.୦୪.୨୦୨୩ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୋଲିସ…

ମିଛ ଖବରର ପ୍ରସାର ଯୋଗୁଁ ସତ ବଳିପଡୁଛି : ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ

‘ଆମେ ଏମିତି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା…