Browsing Tag

social media

ଏବେ ସୋସିଆଲ ମିଡ଼ିଆ ସଂସ୍ଥା ବିରୋଧରେ ଅଭିଯୋଗ କରିପାରିବେ ୟୁଜର୍ସ, କେନ୍ଦ୍ର ସରକାର ଗଠନ କଲେ ନୂଆ GAC

ସୋସିଆଲ ମିଡ଼ିଆ ଜମାନାରେ ଅନେକ ୟୁଜର୍ସ ଏହାର ସାହାଯ୍ୟ ନେଇ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ କିଛି ନିୟମ ରହିଛି। ଯାହାକୁ ମାନିବା ଉଚିତ। ମନ ଇଚ୍ଛା ଏହାକୁ ବ୍ୟବହାର କଲେ ହୁଏତ କିଛି ଭୁଲ ପୋଷ୍ଟରେ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହାକୁ…

ଜାରି ହେଲା ନୂଆ ଗାଇଡଲାଇନ୍ସ, ନିୟମର ପାଳନ ନକଲେ ଲାଗିବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା

ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସର୍ସ ଏବଂ ସେଲିବ୍ରିଟୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ସ। ସରକାର ସୋସିଆଲ ମିଡିଆରେ ବିଜ୍ଞାପନ ଏବଂ ଅଲଗା ଅଲଗା ପ୍ରଡକ୍ଟସର ଏଣ୍ଡୋର୍ସମେଣ୍ଟସକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଆଉ ଏହି ଗାଇଡଲାଇନ୍ସକୁ ଉଲଙ୍ଘନ ଯେ କେହି ବି କରିବ ତାଙ୍କ ଉପରେ ୧୦…

ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା

କଟକ (କେନ୍ୟୁଜ): ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ…

ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଆସିବ ଗାଇଡ୍‌ଲାଇନ୍‌: କେନ୍ଦ୍ର ତରଫରୁ ନିଆଯିବ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ପାଇଁ ବଡ ଖବର। କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ ମିଡିଆ ପାଇଁ ଆସୁଛି ନିର୍ଦ୍ଦେଶନାମା । କାରଣ କେନ୍ଦ୍ର ସରକାର ପ୍ରଭାବଶାଳୀମାନଙ୍କ ପାଇଁ ଏକ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି, ଯାହା ସମସ୍ତଙ୍କୁ ଅନୁସରଣ କରିବାକୁ ପଡ଼ିବ। ଯଦି…

ହ୍ଵାଟ୍ସଆପ୍ ଲଞ୍ଚ କଲା ନୂଆ ଆପ୍: ଚାଲିବ ସୁପରଫାଷ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ୍

ହ୍ଵାଟ୍ସଆପ ଆପ୍ ଏହାର ନୂତନ ଆପ୍ ଲଞ୍ଚ କରିଛି, ଯାହା ଅନେକ ବ୍ୟବହାରକାରୀଙ୍କ ପାଇଁ ସର୍ବୋତ୍ତମ ବା ବେଷ୍ଟ ଆପ୍ ବୋଲି ପ୍ରମାଣ କରିବାକୁ ଯାଉଛି। ଆପଣ ମଧ୍ୟ ଏହାକୁ ଡାଉନଲୋଡ୍ କରିବା ମାତ୍ରେ ସମସ୍ତ କାର୍ଯ୍ୟ ସୁପରଫାଷ୍ଟ ହେବାକୁ ଯାଉଛି। ହ୍ଵାଟ୍ସସାପ ଏକ ନୂତନ ଷ୍ଟାଣ୍ଡାଲୋନ୍ ଆପ୍ ଆଣିଛି…

ପରିବାର ସହ ମିଶାଇ ଦେଲା ସୋସିଆଲ ମିଡିଆ, ୯ ବର୍ଷ ତଳେ ହଜିଥିଲା ଝିଅ

ନୂଆଦିଲ୍ଲୀ : ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଆନ୍ଧେରି ୱେଷ୍ଟର ଅଟେ, ଯେଉଁଠାରେ ଜାନୁଆରୀ ୨୨, ୨୦୧୩ ରେ ନିଖୋଜ ହୋଇଯାଇଥିବା ଜଣେ ସାତ ବର୍ଷର ଝିଅ ନଅ ବର୍ଷ ପରେ ଉକ୍ତ ଅଞ୍ଚଳରୁ ମିଳିଛି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ତାଙ୍କ ପରିବାର ଲୋକଙ୍କୁ…

ବେସୁରା ଗୀତ ଗାଇବାରୁ ସୋସିଆଲ ମିଡିଆ ଷ୍ଟାରଙ୍କୁ ବାନ୍ଧିଲା ପୋଲିସ, ୮ ଘଣ୍ଟା ଧରି ଦେଲା ନିର୍ଯାତନା

ଗୀତରେ ନା ଥିଲା ସୁର, ନା ତାଳ। ଅତି ଅସୁନ୍ଦର ଓ ବେସୁରା ଭାବେ ଗୀତ ଗାଇବା ଯୋଗୁ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ସାମ୍ନାକୁ ଆସିଛି ବାଂଲାଦେଶରୁ। ଏଠାରେ ବେସୁରା ଗୀତ ଗାଇବାରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଡାକି ଆଣି ମାନସିକ ଭାବେ ନିର୍ଯାତନା ଦେଇଛି। ପୋଲିସ କହିଛି,…

ସୋସିଆଲ ମିଡିଆରେ କେଉଁ ପ୍ଲାଟଫର୍ମ କେତେ ନମ୍ବରରେ, ଜାଣନ୍ତୁ

ବର୍ତ୍ତମାନ ଆମେ ସୋସିଆଲ ମିଡିଆ ଜମାନାରେ ବଞ୍ଚୁଛେ । ଆଉ ସୋସିଆଲ ମିଡିଆର ଏବେ କେତେ ପ୍ଲାଟଫର୍ମ ରହିଛି ତାହା ବି ଜାଣିଛେ । ବିଶେଷକରି ଯଦି ଦେଖିବା ଫେସବୁକ, ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଟ୍ଵିଟର ଆଦି କେତେ କଣ । ଏଥିରୁ କେଉଁଟା ତ ଆପଣଙ୍କ ପସନ୍ଦର ଥିବ । କିନ୍ତୁ ବୟସ ଓ ଜେଣ୍ଡର…

ବାଏ ବାଏ ସାର୍‌…! ଯୁବକଙ୍କ ଛୋଟିଆ ଇସ୍ତଫା ପତ୍ର ସମସ୍ତଙ୍କୁ କରିଦେଲା ଚକିତ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

କୌଣସି ବି ଚାକିରିରୁ କ୍ୱିଟ୍‌ କରିବା ଆମ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ। ଆମେମାନେ ପ୍ରାୟତଃ ଅଫିସ୍‌ ପରିବେଶ କିମ୍ବା ସହକର୍ମୀଙ୍କ ସହ ତାଳମେଳ ନ ପଡ଼ିବା କାରଣରୁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥାଉ। ଏହା ବ୍ୟତୀତ ଅନେକ ବାର ଲୋକେ ଦରମାରେ ଅସନ୍ତୁଷ୍ଟ ହୋଇ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମ୍ମାନ ହାନି ଓ ଚରିତ୍ର ସଂହାରରେ ଅଙ୍କୁଶ ଲଗାଇବାକୁ…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ହେଉଥିବା ସମ୍ମାନ ହାନି ଓ ଚରିତ୍ର ସଂହାର ଭଳି ଘଟଣାରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ଏହି ଆବେଦନ ସେ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର,…

ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ, ସୋସିଆଲ ମିଡିଆ ପେଜ୍‌ ଆଡ୍‌ମିନକୁ ଖୋଜିବ ପୋଲିସ

କଟକ(କେନ୍ୟୁଜ୍):  ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ । ବର୍ଷାଙ୍କ ଏତଲା ପରେ ଅନୁଭବ ଭିଡିଓ ଜାରି ନ କରି ବର୍ଷାଙ୍କୁ ଫେସବୁକ ଲେଖା ମଧ୍ୟରେ ଟାର୍ଗେଟ କରିଛନ୍ତି । ବର୍ଷା ନିଜେ ପଛରେ ରହି ତାଙ୍କ ଫ୍ୟାନ ପେଜଗୁଡ଼ିକ ଜରିଆରେ ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି…

ଇଟାଲୀରେ ଦେଖିବାକୁ ମିଳିଲା ଧଳା ରଙ୍ଗର ଦୁର୍ଲଭ ମୟୂର, ୟୁଜର୍ସଙ୍କ ହୃଦୟ ଜିତୁଛି ଏହି ଭିଡିଓ…

ଅନେକ ପ୍ରକାରର ମନରଞ୍ଜନ ଏବଂ ହୃଦୟବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଯାହାକୁ ୟୁଜର୍ସ ମାନେ ବହୁତ ପସନ୍ଦ କରନ୍ତି । କ୍ରମାଗତ ଭାବରେ ଏପରି ଭିଡିଓ ବହୁତ ସେୟାର ହୋଇଥାଏ। ସେହିପରି ନିକଟରେ ଏକ ଦୁର୍ଲଭ ମୟୂରର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ୟୁଜର୍ସ ମାନେ…