Browsing Tag

social worker aditya das

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଆଜି ଶୁଣାଣି ହୋଇଛି । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ତାପୂର୍ବରୁ ସତ୍ୟପାଠ ଜରିଆରେ ଯୁକ୍ତି ରଖିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଓକିଲଙ୍କୁ ମଧ୍ୟ ଏହାର କପି…

ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା, କହିଲେ ପୁଅର ମୃତ୍ୟୁ ପଛରେ ରହିଛି ସାଇକୋ ଲେଡିର ହାତ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟର ନୂଆ ଟ୍ବିଷ୍ଟ । ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା । ଆଦିତ୍ୟଙ୍କ ମୃତ୍ୟୁ ପଛରେ ରହିଛି ସାଇକୋ ଲେଡିର ହାତ ଥିବା ସେ କହିଛନ୍ତି । ସାଇକୋ ଲେଡିଙ୍କୁ ସେ ଗୁଜରାଟରେ ଥିବା ବେଳେ ଦେଖିଥିବା କହିଛନ୍ତି । ସେ ଆଦିତ୍ୟଙ୍କୁ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଆଜି ପପୁ, ବିକାଶ ଓ ଦୀପକଙ୍କର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ୩ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ। ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ହାଜର ହୋଇଛନ୍ତି ପପୁ, ବିକାଶ ଓ ଦୀପକ। ଆଶ୍ରମର ଆର୍ଥିକ କାରବାର, ଆଦିତ୍ୟଙ୍କ ସହ ସମ୍ପର୍କ, ଘଟଣା ଦିନ କିଏ କେଉଁଠି ଥିଲେ । ଏଭଳି ଅନେକ ପ୍ରଶ୍ନର ଉତ୍ତର…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଖୋଲିବ ରହସ୍ଯ, ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଟ୍ଵିଟ୍‌ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ମାମଲାର ତଦନ୍ତ କରୁଥିଲା ଭୁବନେଶ୍ୱର GRP । ତେବେ ମୃତ୍ୟୁର ମାସେ ପୁରିବାକୁ ବସିଲାଣି ହେଲେ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି, ଘର ଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି । ଆଦିତ୍ୟଙ୍କର ମୁଖ୍ୟ ସହଯୋଗୀ ପପୁ ଓ ବିକାଶର ବୟାନ ରେକର୍ଡ କରାଯାଇଛି । ଗତ ୬ ତାରିଖ ସଂଧ୍ୟା ୭ଟାରେ ଘରୁ ବାହାରିଥିଲେ ଆଦିତ୍ୟ । ଘରଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ସିସିଟିଭି ଜବତ କରାଯାଇଛି ।…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କଲ୍‌ ଡିଟେଲ୍‌ ଯାଞ୍ଚ କଲା ଜିଆର୍‌ପି, ଖୁବଶୀଘ୍ର ଥାନାରେ ହାଜର ହେବେ ପପୁ ଓ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଜାରି ରହିଛି ସସ୍‌ପେନ୍ସ । ଏହାରି ଭିତରେ ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି। ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଛି । ଏହାରି ଭିତରେ ଖୁବଶୀଘ୍ର ଥାନାରେ ହାଜର ହେବେ…

ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ଲାଗିଛି ଶକ୍ତ ଆଘାତ

ଭୁବନେଶ୍ବର :  ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଏହାରି ଭିତରେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଇଛି । ଟ୍ରେନ୍ ଆଘାତ ଫଳରେ ତାଙ୍କ ମୁଣ୍ଡରେ ଶକ୍ତ…

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ସସ୍‌ପେନ୍ସ : ରେଳବାଇ ଥାନା ପକ୍ଷରୁ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି। ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। GRP ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଗତକାଲି ପରିବାର…

ରେଳ ଧାରଣାରୁ ମିଳିଲା ଯୁବ ସ୍ୱେଚ୍ଛାସେବୀ ‘ମାନବ ପ୍ରେମୀ ଆଦିତ୍ୟ’ଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱର (କେ ନ୍ୟୁଜ୍‌) : ଯୁବା ବୟସ । ପୁଣି ଗତ ଜୁନ୍ ୯ ତାରିଖରେ ବିବାହ କରିଥିଲେ । ହେଲେ ଆଜି ଟ୍ରେନ୍ ଲାଇନ୍‌ରୁ ତାଙ୍କର ମୃତଦେହ ମିଳିଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସମାଜସେବୀ ଆଦିତ୍ୟ ଦାଶ। । ସୋସିଆଲ ମିଡ଼ିଆରେ ଜଣେ…