Browsing Tag

soda drinking

ଆପଣ ଅଧିକ ସୋଡା ପିଉଛନ୍ତି କି ? ହିପ୍ପୋକ୍ୟାମ୍ପସ୍‌ ହୋଇଯିବ ଛୋଟ, ମାଡିଆସିବ ଏହିସବୁ ରୋଗ

ଖରାଦିନେ ସାଧାରଣ ଲୋକେ ଖରାରେ ହାଲିଆ ହୋଇପଡିଥିଲେ କିମ୍ବା ଘରକୁ ଅତିଥି ଆସିଲେ ମିଠା ପାନୀୟ ପିଇବାକୁ ଦିଆଯାଇଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ଆପଣ ଗରମ ଦିନରେ ଅଧିକ ସୋଡା ପିଉଛନ୍ତି କି ? ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ।…