Browsing Tag

sodasha puja

ମୂଳାଷ୍ଟମୀରୁ ଗଞ୍ଜାମ ଜିଲ୍ଲା ମା’ ତାରା ତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ଆରମ୍ଭ ହୋଇଛି ମା ତାରାତାରୀଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମି ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ପୂଜା ଉପଚାର । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରାରୀଣିଙ୍କ ର ଗତ କାଲି ସଂଧ୍ୟାରେ ମାଁଙ୍କୁ ଜଳାଭିଶେକ କରାଯାଇଛି । ମା ଶୟନକୁ ଚାଲି…

ଆଜି ମୂଳାଷ୍ଟମୀରେ ଆରମ୍ଭ ହେବ ମା ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା, ବିଭିନ୍ନ ଦେବୀ ପୀଠରେ ବିରାଟ ଆୟୋଜନ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ହେଉଛି ପବିତ୍ର ମୂଳାଷ୍ଟମୀ ବା ଦ୍ୱିତୀୟାଷ୍ଟମୀ । ଆଜିଠାରୁ ରାଜ୍ୟ ସମେତ ଦେଶର ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଏହା ଆଗାମୀ ଦଶହରା ଯାଏ ଚାଲିବ । ଆଜି ନିର୍ଦ୍ଧାରିତ ସମୟରେ କଳସ ସ୍ଥାପନ ପରେ ହୋମ ଯଜ୍ଞ ସହିତ ପୂଜା ଆରମ୍ଭ ହେବ ।…

କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ବିଭିନ୍ନ ବେଶରେ ଦର୍ଶନ ଦେବେ ମା’

କଟକ(କେନ୍ଯୁଜ୍): ବିଭିନ୍ନ ଶକ୍ତି ପୀଠରେ ପାର୍ବଣ ପୂଜା ଆରମ୍ଭ। ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ମା କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ମାଙ୍କ ଷୋଡଶ ଉପଚାର ପୂଜା । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ । ଏ ଅବସରରେ ଆଜି ମନ୍ଦିରେ ଭକ୍ତଙ୍କ ଭିଡ…