Browsing Tag

sodasha upachara

ନବରାତ୍ରି ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକଚଣ୍ଡୀ

କଟକ : ଶକ୍ତି ପୀଠରେ ଚାଲିଛି ମାଆଙ୍କର ଷୋଡ଼ଶ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା। ଭାସି ଆସୁଛି ମନ୍ତ୍ର ଉଚ୍ଚାରଣ । ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ । ଗତକାଲି ମାଆ ଉଗ୍ରତାରା ବେଶରେ ଶ୍ରଦ୍ଧାଳଙ୍କୁ…

ମା କଟକ ଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା, ଜୟଦୁର୍ଗା ବେଶରେ ଦର୍ଶନ ଦେବେ ମା

କଟକ : ମା କଟକ ଚଣ୍ଡୀଙ୍କ ଦୂର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ଚାଲିଛି । ମୂଳାଷ୍ଟମୀ ଠାରୁ ସମସ୍ତ ରିତିନୀତିରେ ମାଆଙ୍କ ଚାଲିଛି ପୂଜାର୍ଚ୍ଚନା ।  ଏଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଆଜି ମା କଟକ ଚଣ୍ଡୀ ଜୟଦୁର୍ଗା ବେଶରେ ଦର୍ଶନ ଦେବେ…

ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଷୋଡ଼ଶ ଉପଚାର ପୂଜା, ୧୦୮ ଗରା ସୁବାସିତ ଜଳରେ କରାଗଲା ସ୍ନାନ

ଆରମ୍ଭ ହୋଇଛି ମା' ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ରାଜ୍ୟରେ ରହିଥିବା ପ୍ରମୁଖ ଶକ୍ତିପୀଠରୁ ଅନ୍ୟତମ ହେଉଛି ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀଙ୍କ ପୀଠ । ମାଁ ତାରାତାରିଣୀଙ୍କ ପୀଠରେ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଛି ମାଁଙ୍କ ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନରେ…

ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚନା

ଜଗତସିଂହପୁର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏନେଇ ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶକ୍ତିପୀଠ । ଦେବୀଙ୍କ ଆସିବାକୁ ନେଇ ସବୁଠି ଚାଲିଛି ପୂର୍ବ ପ୍ରସ୍ତୁତି । ପଲ୍ଲୀ ଠୁ ସହର ଯାଏ ସମସ୍ତେ ଏଥିପାଇଁ ଖୁସି । ମାଆଙ୍କ ଆଗମନ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପଡ଼ିଥାଏ । ତେବେ ପୀଠର…

ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଘରୁ ଗୋଡ଼ କାଢିଲେ ମା ଭୈରବୀଙ୍କ ନାମ ପାଟିରେ ବାହାରି ଆସେ । ଦୁଖରେ ହେଉ କି କୌଣସି ଶୁଭ କାମରେ ହେଉ ମା ଭୈରବୀଙ୍କୁ ନ ସୁମରିଲେ କାମ ଅଧୁରା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ମା ଭୈରବୀ ଏହି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା ଭୈରବୀଙ୍କ…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମାଆ ରାମଚଣ୍ଡୀଙ୍କ ପୀଠ, ଦର୍ଶନ କରିବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇଁ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ ଏଠାରେ ପ୍ରତିଷ୍ଠା କରି ଏହିଠାରୁ ଯାତ୍ରା ଆରମ୍ଭ କରିଥିଲେ | ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ…