Browsing Tag

software engineer

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କୁ ହତ୍ୟା, ପୁରୁଷ ବନ୍ଧୁଙ୍କ ନାମରେ ଅଭିଯୋଗ

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କୁ ହତ୍ୟା । ପୁରୁଷ ବନ୍ଧୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ବେଙ୍ଗାଳୁରୁରେ ଯୁବତୀଙ୍କୁ ହତ୍ୟା ଘଟଣା ନେଇ ଚାଞ୍ଚଲ୍ୟ । ଜଣେ ସଫ୍ଟୱେୟାର କଂପାନୀରେ କାର୍ଯ୍ୟରତ ଯୁବତୀଙ୍କୁ ହତ୍ୟା । ଯୁବତୀଙ୍କ ନାଁ ଆକାଂକ୍ଷା ।…

ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ, ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟର

ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍‌ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରି ମୁମ୍ବାଇ ଫେରୁଛି।…

ସ୍ୱପ୍ନ ଆଗରେ ବାଧକ ସାଜିନି ବୟସ, ୩୯ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇ ରେକର୍ଡ କଲେ ସଫ୍ଟୱେୟାର ଇଞ୍ଜିନିୟର

କିଛି କରିବାର ଇଚ୍ଛା ଥିଲେ ସବୁ ବାଧାବିଘ୍ନ ବି ତୁଚ୍ଛ ଲାଗେ। ନିଜ ସ୍ୱପ୍ନ ପୂରଣ କରିବାକୁ ଯଦି ଜଣେ ମନସ୍ଥ କରିଥାଏ ତେବେ ସବୁ ପରିସ୍ଥିତିର ମୁକାବିଲା କରି ସେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ। କୌଣସି ଜିନିଷ ତା’ ପାଇଁ ବାଧକ ସାଜିପାରେନା। ସାଧାରଣତଃ ଗୋଟିଏ ବୟସରେ ଉପନୀତ ହେବା ପରେ ଆମେ…

କରୋନା ଦେଲା ଏମିତି କଷଣ: କାଲିର ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ବହୁଳ ଜିଲ୍ଲା। ଜିଲ୍ଲାରେ ରହିଛି ବଡ଼ ବଡ଼ ରାଷ୍ଟ୍ରାୟତ ଉଦ୍ୟୋଗ, କିନ୍ତୁ ମେଧାବୀ ଛାତ୍ରଙ୍କୁ ଏଠି ନିଯୁକ୍ତି ନାହିଁ ଯାହାଫଳରେ ମେଧାବୀ ଛାତ୍ର ଓ ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି ଓ ଦିନ ମଜୁରିଆ। ଆମେ କହୁଛୁ ଜିଲ୍ଲାର ସାତକୋଶିଆ ଅଭୟାରଣ୍ଯର ବେହେରା…

ଚାକିରି ଚାଲିଯିବାରୁ ପରିବା ବିକିବାକୁ ବାଧ୍ୟ ହେଲେ ଏହି ସଫ୍ଟୱେୟାର ଇଞ୍ଜିନିୟର, ଜାଣିବା ପରେ ନିଯୁକ୍ତି ଦେଲେ ସୋନୁ…

କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ କେବଳ ଶ୍ରମିକଙ୍କ ପାଇଁ ନୁହେଁ ବରଂ ପ୍ରତିଟି ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୋନୁ ଏବେ ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ସାହାଯ୍ୟ କରିଛନ୍ତି। କରୋନା ଯୋଗୁ ଉକ୍ତ…