Browsing Tag

sohail khan

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଲା ସୋହେଲ ଖାନ୍‌ଙ୍କ ୨୪ ବର୍ଷର ବାହାଘର! ଆଫେୟାର୍ସକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା

୨୪ ବର୍ଷର ସମ୍ପର୍କ ପରେ ଶେଷରେ ଅଲଗା ହୋଇଛନ୍ତି ସଲମାନ୍‌ ଖାନ୍‌ଙ୍କ ଭାଇ ସୋହେଲ ଖାନ୍‌ ଓ ତାଙ୍କ ପତ୍ନୀ ସୀମା। ନିକଟରେ ବାନ୍ଦ୍ରା କୋର୍ଟ ବାହାରେ ଉଭୟଙ୍କୁ ସ୍ପଟ୍‌ କରାଯାଇଥିଲା। କୋର୍ଟରୁ ବାହାରକୁ ଆସିବା ପରେ ଉଭୟେ ଅଲଗା ଅଲଗା ବାଟରେ ଚାଲିଯାଇଥିଲେ। କିନ୍ତୁ ଅନେକ ଲୋକ ଏବେ ବି ଜାଣି…

ସଲିମ୍‌ ଖାନଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଝିଅ! ଇଣ୍ଟରଭ୍ୟୁରେ କହିଲେ କିଏ ଥିଲା ପ୍ରଥମ…

ଏମିତିରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହ କି ରିଲେସନସିପ୍‌କୁ ନେଇ କୌଣସି ବି ଖାସ୍‌ ଖବର ସାମ୍ନାକୁ ଆସି ନାହିଁ। କିନ୍ତୁ ଏବେ ଶୁଣାଯାଉଛି ଯେ ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳ ଝିଅ ଖୁବ୍‌ ଜଲ୍‌ଦି ସୋହେଲ ଖାନଙ୍କ ଶଳା ବଣ୍ଟି ସଚଦେବାଙ୍କୁ ବିବାହ କରିବାକୁ ଯାଉଛନ୍ତି। କହି…

ରାକ୍ଷୀଙ୍କ ମା’ଙ୍କୁ କ୍ୟାନ୍‌ସରରୁ ବଞ୍ଚାଇବେ ସୋହେଲ, ଭିଡିଓରେ କହିଲେ ମନକୁ ଛୁଇଁବା ଭଳି କଥା

ବିଗ୍‌ବସ୍‌ ଜିତିପାରିନଥିଲେ ମଧ୍ୟ ରାକ୍ଷୀ ସାଓ୍ଵନ୍ତ ଏହି ଶୋ’ ଯୋଗୁ ଲୋକଙ୍କ ହୃଦୟ ଜିତିଯାଇଛନ୍ତି। ଚଳିତ ସିଜନ୍‌ରେ ରାକ୍ଷୀ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ କରିଛନ୍ତି। ରାକ୍ଷୀଙ୍କ ମା’ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ରାକ୍ଷୀ କିନ୍ତୁ ସବୁ ଦୁଃଖକୁ ମନରେ ଚାପି ଦର୍ଶକଙ୍କ ମନୋରଞ୍ଜନ…

ମାମଲା ରୁଜୁ ହେବା ପରେ ଅରବାଜ୍‌ ଓ ସୋହେଲ ଖାନ୍‌ଙ୍କୁ କରାଗଲା କ୍ୱାରେଣ୍ଟାଇନ୍‌, କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା…

ଅରବାଜ୍‌ ଖାନ୍‌, ସୋହେଲ ଖାନ୍‌ ଓ ସୋହେଲ ଖାନ୍‌ଙ୍କ ପୁଅ ନିର୍ବାଣକୁ ମୁମ୍ବାଇର ତାଜ୍‌ ଲ୍ୟାଣ୍ଡସ୍‌ ଆଣ୍ଡ ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କୋଭିଡ୍‌ ୧୯ ନିୟମ ଉଲ୍ଲଂଘନ କରିବା ଯୋଗୁ ଏହି ତିନି ଜଣଙ୍କ ବିରୋଧରେ ସୋମବାର ଏଫ୍‌ଆଇଆର ରୁଜୁ କରାଯାଇଛି। ବିଏମ୍‌ସି ଅଧିକାରୀ…