ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର
ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର…