ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ, ୧ କୋଟି ଲୋକଙ୍କ ଘରେ ଲାଗିବ ସୋଲାର ପ୍ୟାନେଲ
କେନ୍ଦ୍ର ମନ୍ତ୍ରୀମଣ୍ଡଳ 'ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା'କୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ରୁଫ୍ଟପ୍ ସୋଲାର ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୩ରେ ଏହି ଯୋଜନା ଆରମ୍ଭ କରିଥିଲେ । କେନ୍ଦ୍ର…