ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରହିବ ସୂର୍ଯ୍ୟୋପରାଗର ପ୍ରଭାବ, ଅସୁବିଧାରେ ସମ୍ମୁଖୀନ ହେବେ ଏହି ୫ଟି ରାଶି
ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଫେବୃଆରୀ ୧୭ ତାରିଖରେ ହୋଇଥିଲା । ଅପରାହ୍ନ ୩:୧୧ ରେ ଆରମ୍ଭ ହୋଇ ସନ୍ଧ୍ୟା ୭:୫୭ ରେ ଶେଷ ହୋଇଥିଲା । ହେଲେ, ଏହି ସୂର୍ଯ୍ୟୋପରାଗର ପ୍ରଭାବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟୋପରାଗର ପ୍ରଭାବ ପ୍ରାୟ ଗୋଟିଏ ମାସ…