ସୂର୍ଯ୍ୟୋପରାଗରେ ସୃଷ୍ଟି ହେଉଛି ଭୟଙ୍କର ‘ଚର୍ତୁଗ୍ରହୀ ଯୋଗ’; ନିଜକୁ ସମ୍ଭାଳି ରଖନ୍ତୁ ଏହି ୩ ରାଶି
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ୨୫ରେ ସୂର୍ଯ୍ୟୋପରାଗ ଲାଗିବାକୁ ଯାଉଛି। ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ତୁଳା ରାଶିରେ ଲାଗିବ। ଯେହେତୁ ତୁଳା ରାଶିରେ ସୂର୍ଯ୍ୟ ଦୁର୍ବଳ ବୋଲି ଗଣା ଯାଆନ୍ତି, ଏଥିପାଇଁ ସେ ଅଶୁଭ ଫଳ ପ୍ରଦାନ କରନ୍ତି। ଏଥର ସୂର୍ଯ୍ୟୋପରାଗ ସମୟରେ…