ଦୀର୍ଘ ଦିନ ପରେ ପୂରଣ ହେଲା ସ୍ବପ୍ନ, ଶେଷରେ ବୁଣାକାର ଗାଁରେ ଲାଗିଲା ସୋଲାର ଲାଇଟ୍
ସମ୍ବଲପୁର(କେ ନ୍ୟୁଜ): ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଚାରପାଲି ଗାଁ । ଏହି ଗାଁରେ ରୁହନ୍ତି ଅନେକ ବୁଣାକାର ପରିବାର । ସମ୍ବଲପୁରୀ କପଡ଼ା ବୁଣିବା ଏମାନଙ୍କ ମୁଖ୍ୟ କାମ । କିନ୍ତୁ ଏମାନଙ୍କର ଗୋଟିଏ ଅସୁବିଧା ରହିଛି । ଶାଢ଼ୀ ଟିଏ ବୁଣିବା ପାଇଁ ଏମାନଙ୍କୁ ନାହିଁ ନଥିବା…