Browsing Tag

solar storm

ବର୍ଷ ବର୍ଷ ଧରି ବନ୍ଦ ରହିବ ଇଣ୍ଟରନେଟ! ଚେତବନୀ ଦେଇଛି ନାସା

ନାସାରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନି । ୨୦୨୫ ସୁଦ୍ଧା ଶେଷ ହୋଇପାରେ ଇଣ୍ଟରନେଟ ସେବା । ଏଭଳି କିଛି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୂର୍ଯ୍ୟରୁ ଆସୁଛି ଏକ ବଡ଼ ଝଡ଼, ଯାହା ପୃଥିବୀ ଆଡ଼କୁ ମୁହାଁଇଛି । ତେବେ ଏହି ସୌର ଝଡ଼ ଦ୍ୱାରା ଠପ ହୋଇପାରେ ଇଣ୍ଟରନେଟ ସେବା । ନାସାର…

ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ସୌର ଝଡ଼ର ପ୍ରଭାବ! ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ମାଡି ଆସୁଛି

ପୃଥିବୀକୁ ମାଡି ଆସୁଛି ସୌର ଝଡ଼ । ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ପ୍ରଭାବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାଠାବ କରିଛି ବିରାଟ ଗର୍ତ୍ତ। ଠାବ ହୋଇଥିବା କରୋନାଲ ହୋଲ୍‌ର ଆକାର ପୃଥିବୀଠାରୁ ୨୦ ଗୁଣା ଅଧିକ। ଫଳରେ ସୌର ଝଡ଼ ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ପୃଥିବୀ…

ଆଜି ପୃଥିବୀ ସହ ଧକ୍କା ହେବ ଆଉ ଏକ ସୌର ଝଡ଼, ବ୍ଲାକ ଆଉଟ୍ ହୋଇଯିବ ମୋବାଇଲ ସମେତ ସବୁ ନେଟ୍‌ଓ୍ଵାର୍କ

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପଦ। ସୂର୍ଯ୍ୟଙ୍କ ଆଡ଼ୁ ଏକ ବଡ଼ ସୌର ଝଡ଼ ପୃଥିବୀ ଆଡ଼କୁ ଖୁବ ବେଗରେ ଆସୁଛି, ଯାହା ପୃଥିବୀକୁ ସିଧାସଳଖ ପ୍ରଭାବିତ କରିପାରେ। ଏହି ଝଡ଼ ଆଗାମୀ ଦିନରେ ପୃଥିବୀକୁ ମାଡ଼ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ। ଏ ନେଇ ମହାକାଶ ବିଜ୍ଞାନୀମାନେ…

ଆଜି ପୃଥିବୀ ସହିତ ଧକ୍କା ହୋଇପାରେ ସୌର ଝଡ ! ସମଗ୍ର ବିଶ୍ୱ ହେବ ଅନ୍ଧାର, କାମ କରିବନି ମୋବାଇଲ୍‌

ସୌର ମଣ୍ଡଳକୁ ନେଇ ବୈଜ୍ଞାନିକ ଏବଂ ସ୍ପେସ ବିଶେଷଜ୍ଞଙ୍କ ସବୁବେଳେ କିଛି ନା କିଛି ନୂଆ ସନ୍ଧାନ କରିବାକୁ ଲାଗିପଡନ୍ତି। ଏହା ମଧ୍ୟରେ ସୌର ଛଡ ସବୁବେଳେ ବୈଜ୍ଞାନିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏବେ ସୂର୍ଯ୍ୟପୃଷ୍ଠର ଏକ ‘ଗର୍ତ୍ତ’ରୁ ବାହାରୁଥିବା ତୀବ୍ର ଗତିର ସୌର ପବନ ଲୋକଙ୍କ ପାଇଁ…

ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼ ! ବନ୍ଦ ହୋଇଯିବ ରେଡିଓ, ଜିପିଏସ୍‌, ସାଟେଲାଇଟ୍‌

ପୃଥିବୀ ପାଇଁ ଆସୁଛି ବଡ଼ ବିପଦ। ମଙ୍ଗଳବାର ଅର୍ଥାତ୍‌ ଜୁଲାଇ ୧୯ ତାରିଖ ଆଜି ଏକ ସୌର ଝଡ଼ ଆସିବାର ଆଶଙ୍କା ରହିଛି, ଯାହା ପୃଥିବୀକୁ ସିଧାସଳଖ ପ୍ରଭାବିତ କରିପାରେ। ଏ ନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ। ମହାକାଶ ପାଣିପାଗ ଭୌତିକ ବିଜ୍ଞାନୀ ଡା.ତମିଥା ସ୍କୋଭଙ୍କ ମୁତାବକ,…

ଆଜି ପୃଥିବୀ ସହ ଜୋରଦାର ମାଡ଼ ହେବ ସୌର ଝଡ଼! ସତର୍କ କଲା ନାସା

ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼। ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୨୮ ମାର୍ଚ୍ଚ ସନ୍ଧ୍ୟାରେ ଏହି ସୌର ଝଡ଼ ବା ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ହେବ। ତେବେ ଏହାର ପ୍ରଭାବ ପୃଥିବୀ ଉପରେ କେମିତି ପଡ଼ିବ ବା କେତେ ଭୟଙ୍କର ହେବ ସେ ନେଇ ଏବେ ଯାଏଁ ବୈଜ୍ଞାନିକମାନେ ଆକଳନ କରିପାରିନାହାନ୍ତି।…

ମହାକାଶରେ ସୌରଝଡ଼, ୪୦ଟି ନୂଆ ସାଟେଲାଇଟ୍ ଜଳି ପାଉଁଶ

ନୂଆଦିଲ୍ଲୀ : ମହାକାଶରେ ସୃଷ୍ଟି ହୋଇଛି ସୌର ଝଡ଼ । ଫଳରେ ସୌରଝଡ଼ ପ୍ରଭାବରେ ସ୍ପେସ୍ ଏକ୍ସର ୪୦ଟି ନୂଆ ସାଟେଲାଇଟ୍ ଜଳି ପାଉଁଶ ହୋଇଯାଇଛି । ଆମେରିକାର ଉଦ୍ୟୋଗପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଗତ ୩ ତାରିଖରେ ମାହାକାଶକୁ ଛାଡ଼ିଥିଲା ୪୯ଟି ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ।…

ପୃଥିବୀକୁ ମାଡିଆସୁଛି ସୌର ଝଡ଼: ସମଗ୍ର ବିଶ୍ବର ବିଜୁଳି, ମୋବାଇଲ ସିଗନାଲ, GPS ହେବ ପ୍ରଭାବିତ

ମାଡ଼ି ଆସୁଛି ସୌର ଝଡ଼ । ଏହା ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ଗତି କରୁଛି । ଫଳରେ ମୋବାଇଲ ସିଗନାଲ, GPS ପ୍ରଭାବିତ ହେବ । ଏଭଳି ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ଏକ ବଡ଼ ଧରଣର ସୌର ଝଡ଼ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଏହାର ଗତି ଆହୁରି ବଢ଼ିପାରେ…