Browsing Tag

Soldiers Find Tunnel in international border

ପାକିସ୍ତାନ ସୀମାରୁ ପୁଣି ଦେଖିବାକୁ ମିଳିଲା ସୁଡଙ୍ଗ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 ନୂଆଦିଲ୍ଲୀ :  କିଛି ଦିନ ଅନ୍ତରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ସୁଡଙ୍ଗ ଦେଖିବାକୁ ମିଳିଛି । ଏହାକୁ ଠାବ କରିଛନ୍ତି ବିଏସ୍‌ଏଫ୍‌ ର ଯବାନମାନେ । ଜମ୍ମୁ-କଶ୍ମୀର କଠୁଆ ଜିଲ୍ଳା ଅନ୍ତର୍ଗତ ଭାରତ-ପାକ୍‌ ସୀମାରେ ଏହି ସୁଡଙ୍ଗକୁ ଠାବ ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ…