ସୋମାଲିଆର ସୈନ୍ୟକ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ, ୧୫ ମୃତ
ସୋମାଲିଆର ରାଜଧାନୀ ମୋଗାଡିଶୁ ସହରର ଦକ୍ଷିଣରେ ଥିବା ଏକ ସୈନ୍ୟ କ୍ୟାମ୍ପରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ । ତେବେ ଏହି ବିସ୍ଫୋରଣ ପାଇଁ କିଏ ନିଜକୁ ଦାୟୀ କରିନଥିବା ଜଣାପଡିଛି । ରାଜ୍ୟ…