Browsing Tag

somavati amabasyaa

ସୋମବତୀ ଆମାବାସ୍ୟାର ମହତ୍ତ୍ୱ, ଜାଣନ୍ତୁ ପୂର୍ବପୁରୁଷଙ୍କୁ ପୂଜା କରିବାର ବିଧି

ସମସ୍ତ ତିଥି ମଧ୍ୟରେ ଅମାବାସ୍ୟାକୁ ଖୁବ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ଦିନ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତ କରିବା ପାଇଁ ପୂଜାପାଠ ସମ୍ବନ୍ଧୀୟ କାର୍ଯ୍ୟ କରାଯାଇଥାଏ, ଯାହା ପିତୃ ଦୋଷରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ, ପୂର୍ବପୁରୁଷମାନଙ୍କୁ…

ସୋମବତୀ ଅମାବାସ୍ୟାରେ ଭୁଲରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ଭଗବାନଙ୍କ କୋପର ହେବେ ଶିକାର

ସନାତନ ଧର୍ମରେ ଚନ୍ଦ୍ରମାଙ୍କ ସ୍ଥିତିକୁ ଅନୁସରଣ କରି କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷ ଧରାଯାଏ। ଚନ୍ଦ୍ରଙ୍କର ଗତିକୁ ଚଳନ ଗତି କୁହଯାଏ। ଏଥିପାଇଁ ହେଉଥିବା ପୂର୍ଣ୍ଣିମା ଓ ଅମାବାସ୍ୟାର ମଧ୍ୟ ବିଶେଷ ମହତ୍ୱ ରହିଛି। ଅମାବାସ୍ୟାରେ ସ୍ନାନ, ଦାନ ତଥା ଅନ୍ୟ ଧାର୍ମିକ କାମ କରାଯାଇଥାଏ। ସବୁ…