Browsing Tag

somy ali

ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲିଙ୍କୁ ଆକ୍ରମଣ ! ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ଭାଙ୍ଗିଲା ହାତ

ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ସୋମି ଅଲିଙ୍କୁ ନେଇ ଏକ ଶକିଙ୍ଗ୍ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ସୋମି ଅଲିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ଶକ୍ତ ଆଘାତ ଲାଗିଛି । ସୋସିଆଲ ଆକ୍ଟିଭିଷ୍ଟ ସୋମି ମାନବ ଚାଲାଣର ଶିକାର ହେଉଥିବା ଜଣେ…

‘ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ସଲମାନ…’, କହିଲେ ପୂର୍ବତନ ପ୍ରେମିକା ସୋମି

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ଜୀବନ ପଛରେ ବର୍ଷ ବର୍ଷରୁ ପଡ଼ିଛନ୍ତି ଗ୍ୟାଙ୍ଗଷ୍ଟାର୍‌ ଲରେନ୍ସ ବିଷ୍ଣୋଇ । ଗ୍ୟାଙ୍ଗଷ୍ଟାର୍‌ଙ୍କ ତରଫରୁ ଲଗାତାର ଅଭିନେତାଙ୍କୁ ଧମକ ଆସୁଛି । ଏବେ ଏହି ମାମଲାରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସୋମି ଅଲୀ ଆଗକୁ ଆସି ନିଜର ପ୍ରତିକ୍ରିୟା…

ସଲମାନ୍‌ ଖାନଙ୍କ ଉପରେ ପୁଣି ବର୍ଷିଲେ ଏକ୍ସ ଗାର୍ଲଫ୍ରେଣ୍ଡ୍‌ ସୋମୀ ଅଲ୍ଲୀ, ତାଙ୍କୁ ସଲମାନଙ୍କ ଧମକ ଦେବା ପୋଷ୍ଟ କଲେ…

ଫିଲ୍ମରେ ଯେତିକି ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତା ସଲମାନ ଖାନ୍‌ ତା’ ଠୁ ଅଧିକ ବିବାଦରେ ରୁହନ୍ତି ତାଙ୍କର କାର୍ଯ୍ୟକଳାପ ପାଇଁ । କେତେବେଳେ କାହାକୁ ଧମକାଇ ପୋଷ୍ଟ କଲେଣୀ ତ କେତେବେଳେ ଦେଶ ବିରୋଧୀ ଟିପ୍ପଣୀ ଦେଇ । ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି ତାଙ୍କର ଏକ୍ସ ଗାର୍ଲ ଫ୍ରେଣ୍ଡ…

ରାଜ କୁନ୍ଦ୍ରାଙ୍କ ଗିରଫ ପରେ ମୁହଁ ଖୋଲିଲେ ସୋମି ଅଲୀ, କହିଲେ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ପ୍ରଫେସନ, କୌଣସି ଜବରଦସ୍ତିରେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ (ପର୍ଣ୍ଣ) ମାମଲାରେ ମୁମ୍ବାଇ ପୋଲିସ ଗିରଫ କରି ୧୪ ଦିନ ନ୍ଯାୟିକ ହେପାଜତରେ ରଖିଛି। ତାଙ୍କ ଉପରେ ପର୍ଣ୍ଣ କଣ୍ଟେଣ୍ଟ ପ୍ରଡକ୍ସନ ଏବଂ ବିତରଣକୁ ନେଇ ମାମଲା ହୋଇଛି । ଏହାକୁ ନେଇ ଅଭିନେତ୍ରୀ ସୋମି ଅଲୀ ନିଜର…

ଅନେକ ବର୍ଷ ପରେ ସାମ୍ନାକୁ ଆସିଲେ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ, କହିଲେ, ଅଭିନେତ୍ରୀ ହେବାକୁ ଇଚ୍ଛା ନ ଥିଲା, କେବଳ…

ସଲ୍‌ମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ ଏବେ ଅନେକ ବର୍ଷ ପରେ ସାମ୍ନାକୁ ଆସିଛନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟରକୁ ନେଇ ଏକ ଇଣ୍ଟରଭ୍ୟୁରେ ଖୋଲିକି କଥା ହୋଇଛନ୍ତି। ୯୦ ଦଶକରେ ସୋମି ଅଲ୍ଲୀଙ୍କ ସହିତ ସଲ୍‌ମାନ ଖାନଙ୍କ ନାଁ ଯୋଡ଼ି ହୋଇଥିଲା ଏବଂ ସେମାନଙ୍କ ଆଫେୟାରକୁ ନେଇ…