Browsing Tag

son dead

ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍ : ପୁଅ ମୃତ, ମା’ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ମାଆ ଆଗରେ ଚାଲିଗଲା ପୁଅର ଜୀବନ। ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଟ…

ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର

ଉଦଳା (କେନ୍ୟୁଜ): ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ…

ପୋଖରୀରେ ବୁଡି ଶୁକୃଳି ଉପାଧ୍ୟକ୍ଷଙ୍କ ପୁତ୍ର ବିୟୋଗ, ଗାଁରେ ଶୋକାକୁଳ ପରିବେଶ

କରଞ୍ଜିଆ(କେନ୍ୟୁଜ): ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁଅ ପ୍ରିନ୍ସ (୧୪)ର ମୃତ୍ୟୁ ପୋଖରୀରେ ବୁଡି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ରରୁଆ ଥାନା ଅନ୍ତର୍ଗତ ମହିଳାଶୁଲି ଗାଁରେ ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା। ପ୍ରିନ୍ସ…

ବାପା ମା’ଙ୍କ କୋହରେ ଫାଟି ପଡୁଛି ଗାଁ ଦାଣ୍ଡ, କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ପୁଅକୁ କିଏ ମାରି…

ଜଳେଶ୍ୱର(କେ ନ୍ୟୁଜ): ଘରେ ପଡିଛି କାନ୍ଦ ବୋବାଳି । ସାହି ପଡିଶାଠୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ଯନ୍ତ ସମସ୍ତଙ୍କ ଆଖିରେ ଲୁହ । ସତେ ଯେମିତି ଦୁଖଃର ପାହାଡ ଛିଣ୍ତି ପଡିଛି ଏହି ପରିବାର ଉପରେ , ଏଇ ଘରକୁ ଯିଏ ଦିନେ ଆଲୁଅ ଦେଖାଇଥାନ୍ତା ସେ ଆଉ ଏ ଦୁନିଆରେ ନାହିଁ । ପୁଅର ଫଟୋକୁ ଦେଖି…

ପାରିବାରିକ କଳହର ଉଗ୍ର ରୂପ: ପୁଅ ମୃତ, ବାପା ଗୁରୁତର ଆହତ

ମାର୍ଶାଘାଇ(କେନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସାନ ଅଢଙ୍ଗା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବଡ ପୁଅର ମୃତ୍ୟୁ ଘଟିଛି। ଏହି ଗଣ୍ଡଗୋଳେରେ ବାପ ଏବଂ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ…

ମା’ର ମୃତ୍ୟୁକୁ ସହ୍ୟ କରିନପାରି ମୁଖାଗ୍ନି ଦେବା ବେଳେ ଆଖି ବୁଜିଲା ପୁଅ

ଆଜିକାଲି ପୁଅମାନେ ମା’ବାପାଙ୍କୁ ପରିଣତ ବୟସରେ ଘରୁ ତଡ଼ି ଦେଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। କିଏ ମା’କୁ ବୋଝ କହି ଘରୁ ବାଡ଼େଇପିଟି ବିଦା କରିଦେଉଥିବା ବେଳେ ଆଉ କିଏ ସ୍ତ୍ରୀ ବୁଦ୍ଧିରେ ପଡ଼ି ବାପାଙ୍କୁ ଘରୁ ତଡ଼ିଦେଇ ତାଲା ପକାଇଦେଉଥିବା ଦେଖିବାକୁ ମିଳିଛି। ଆଉ…

ଢେଙ୍କାନାଳ : ବାପାକୁ ବଞ୍ଚାଇବାକୁ ଯାଇ ପୁଅ ମୃତ

ଢେଙ୍କାନାଳ : ବାପାକୁ ବଞ୍ଚାଇବାକୁ ଯାଇ ପୁଅ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ହରିଜନ ସାହିରେ । ଘର ଛପର ପାଇଁ ନଡା ବାହାର କରୁଥିବାବେଳେ ଯୋଗୀନାଥ ନାଏକଙ୍କ ଦେହରେ ବିଦ୍ୟୁତ ତାର ଲାଗି ଯାଇଥିଲା । ତାଙ୍କ ପୁଅ ଜିତେନ୍ଦ୍ର ନାଏକ ବାପାଙ୍କୁ…