Browsing Tag

son died

ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର

ବଣାଇ:  ମାଆ ପାଖରେ ଶୋଇଥିଲା ପୁଅ । ଚାଲିଗଲା ଜୀବନ । ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ବଡଚୂହାଁ ଗାଁରେ ହୃଦୟ ବିଦାରକ ଘଟଣା ଘଟିଛି । ଗାଁର ରଥ କୁହ୍ଲ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ପୁଅ ତଳେ ଶୋଇଥିଲେ । ଭୋର ୩ଟା…

ଭେଣ୍ଡିଆ ପୁଅ ମୁହଁରେ ମୁଖାଗ୍ନି ଦେଲା ବାପା, କାହାରି ମୁହଁରେ ଶବ୍ଦ ନାହିଁ

ପୁଅର କୋକେଇ ଉପରେ କାଠ ଲଦା ସରିଗଲାଣି, ନଡ଼ା ପଡ଼ି ସାରିଲାଣି । ଛାତିରେ ପଥର ଲଦି ଦୀପରେ ଅଗ୍ନି ସଂଯୋଗ କରୁଛନ୍ତି ବାପା । ଭେଣ୍ଡିଆ ପୁଅ ମୁହଁରେ ଦେବେ ମୁଖାଗ୍ନି । ଦୀପ ଜଳାଇ ମୁଠି ଚାଉଳରେ ପଡ଼ୁଛି ପୁଅ ପାଇଁ ଶୁଖିଲା ପିଣ୍ଡ । ଗାଁ ସାହି ଭାଇ ଆତ୍ମୀୟ ସ୍ବଜନ ଲୁହ ଛଳ ଛଳ ଆଖିରେ ବାପାର ଏହି…

ବେଙ୍ଗାଲୁରୁ ଦଳଚକଟା : ପୁଅର କବର ପାଖେ ବସି କାନ୍ଦୁଛି ବାପା, ସାମ୍ନାକୁ ଆସିଲା ହୃଦୟବିଦାରକ ଦୃଶ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳଚକଟା ଘଟଣା ପରେ ଅନେକ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସେହି ଘଟଣାରେ ୧୧ଜଣଙ୍କର ଜୀବନ ଚାଲିଯାଇଥିବାବେଳେ  ୪୭ ଜଣ ଆହତ ହୋଇଛନ୍ତି । ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୧ ବର୍ଷୀୟ ପୁଅ ଭୂମିକା ଲକ୍ଷ୍ମଣଙ୍କ ବାପା ବିଟି ଲକ୍ଷ୍ମଣଙ୍କର ଏକ ଭାବପ୍ରବଣତା ଏବଂ…

ପୁଅର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ବାପା ମା’, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଢେଙ୍କାନାଳ: ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା ମା’ । ଗେଲ ବସରରେ ପୁଅକୁ ବଡ଼ କରିଥିଲେ । ଭଲରେ ପାଠ ପଢ଼ିବ ବୋଲି ଘରେ ନରଖି ପୁଅକୁ ହଷ୍ଟେଲରେ ଛାଡ଼ିଥିଲେ । କିନ୍ତୁ ପୁଅ ହଷ୍ଟେଲରୁ ଆଉ କେବେ ଯେ ଘରକୁ ଫେରିବନି କେହି କେବେ ଭାବି ବି ନଥିଲେ । କାହିଁକି ନା ଅବେଳରେ ତାଙ୍କ ପୁଅ ତାଙ୍କୁ…

ଶେଷରେ ହତ୍ୟା ଘଟଣାରେ ରୂପାନ୍ତରିତ ହେଲା ଅପମୃତ୍ୟୁ ମାମଲା ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟ ଖୋଲିଲା ଗୁମର

ସତ କେବେ ଲୁଚି ରହେନା । ଗୁମର ଖୋଲିଲା ବ୍ୟବଚ୍ଛେଦ ରିପୋର୍ଟ । ଏକ ଅପ ମୃତ୍ୟୁ ମାମଲା ଅଭିଯୋଗ  ଶେଷରେ ହତ୍ୟା ଘଟଣାରେ ରୂପାନ୍ତରିତ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସତ ସାମ୍ନାକୁ ଆସିଛି । ବାପା ନିଜର ପୁଅକୁ ଓ ଭାଈ ନିଜର ଭାଇକୁ ମାରିଥିଲେ । କିନ୍ତୁ ପୁଅ ଜୀବନ ହାରିଥିବା କହି…

ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଚାଲିଗଲା ଜୀବନ

ବୌଦ୍ଧ : ବୌଦ୍ଧ ଆଦର୍ଶ ଥାନା ନାରାୟଣ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ବୌଦ୍ଧ ନାରାୟଣ ନଗର ଅନୀଲ କର୍ଣଙ୍କ ପୁଅ ହେଉଛି ଆହ୍ୱାନ କର୍ଣ। ସୂଚନା ଅନୁସାରେ ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩…

ଗଣେଶ ଭସାଣି ବେଳେ ଅଘଟଣ, ବାପାର ଟ୍ରାକ୍ଟର ଚକା ତଳେ ପଡି ପୁଅ ମୃତ

ବ୍ରହ୍ମଗିରି (କେନ୍ୟୁଜ): ଗଣେଶ ଭସାଣି ବେଳେ ଅଘଟଣ । ବାପାର ଟ୍ରାକ୍ଟର ଚକା ତଳେ ଚାଲିଗଲା ପୁଅର ଜୀବନ । ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ । ଏହି ଅଘଟଣ ପରେ ପୁରା ଗାଁ ସ୍ତବ୍ଧ । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ଗଣେଶ ଭସାଣି ବେଳେ ଖଜୁରିଆ ବଜାରରେ…

ବାପାଙ୍କ ଏକାଦଶାହରେ ବଡ ପୁଅର ଅକାଳ ବିୟୋଗ, ଏମିତି ଦୁଃଖକୁ କେମିତି ସହିବ ଏ ପରିବାର

ଆନନ୍ଦପୁର (କେନ୍ୟୁଜ): ଚାଲିଥିଲା ବାପାଙ୍କ ଏକାଦଶାହ। ନୀତି ଅନୁସାରେ ସବୁ କର୍ମ କରୁଥିଲେ ବଡପୁଅ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁଃଖ ଉପରେ ଲଦି ହୋଇପଡିଲା ଆଉ ଏକ ଦୁଃଖ। ବାପାଙ୍କ ଏକାଦଶାହ କର୍ମ ସାରିବା ପରେ ଆଖି ବୁଜିଦେଲେ ବଡ ପୁଅ। ଏଭଳି ଏକ ହ୍ରୁଦୟ ବିଦାରକ ଘଟଣା ଘଟିଛି…

ବିଲ ମଝିରୁ ମା ପୁଅଙ୍କ ମୃତଦେହ ଉଦ୍ଧାର, କିଭଳି ଓ କାହିଁକି ଉଭୟ ମୃତ୍ୟୁ ବରଣ କଲେ ତାର ତଦନ୍ତ ଜାରି

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁର ଚାଷଜମିରେ ମା ଓ ପୁଅଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି…

ମା ମାଡ଼ରେ ଆରପାରିକୁ ଚାଲିଗଲା ଦୁଇ ବର୍ଷର ପୁଅ

ଭଞ୍ଜନଗର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ମାଆ ଚାପୁଡାରେ ମରିଗଲା ଦୁଇ ବର୍ଷର ପୁଅ । ଜକର ଗାଁ ପ୍ରକାଶ ଜେନାଙ୍କ ଝିଅ ମମତା ବିଶ୍ୱାଳ ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ରାଜ୍ୟରେ…

ବୌଦ୍ଧ କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ପୁଅର ମୃତ୍ଯୁ, ଅନ୍ଯ…

ବୌଦ୍ଧ: ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ପୁଅ ମୃତ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠା ନିକଟରେ ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା କାର। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…