ଦୁର୍ଘଟଣାରେ ବାପା ଆଗରେ ଚାଲିଗଲା ପୁଅର ଜୀବନ, ଝିଅ ଗୁରୁତର
ସୁବର୍ଣ୍ଣପୁର: ବାପା ଆଗରେ ଚାଲିଗଲା ପୁଅର ଜୀବନ । ଝିଅ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଣିଟାଙ୍କି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନୂଆପଡାର ବିଦ୍ୟା ମେହେର ପୁଅ ଓ ଝିଅକୁ ବାଇକରେ ବସାଇ ଯାଉଥିଲେ । ଗଣ୍ଡା ମେହେର ପୋଲ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁକୁ ଧକ୍କା…