Browsing Tag

son finished father’s account while playing online game

ଅନଲାଇନ ଲୁଡୋ ଗେମ ଖେଳୁ ଖେଳୁ ଆକାଉଣ୍ଟରୁ ସରିଗଲା ଟଙ୍କା, ଘର ଛାଡ଼ି ପଳାଇଲେ ଯୁବକ

ଭଦ୍ରକ(କେନ୍ୟୁଜ୍‌) : ଅନଲାଇନ ଗେମ ଏବେ ଯୁବକ ସମାଜକୁ ପଥଭ୍ରଷ୍ଟ କରୁଛି । ଅନ୍‌ଲାଇନ ଗେମ ଖେଳି ନିଜ ଅଜାଣତରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସାରି ଦେଉଛନ୍ତି ପଥଭ୍ରଷ୍ଟ ଯୁବକ । ଏହି ମୋବାଇଲ ଗେମ ଓ ଅନଲାଇନ ଗେମ ପାଇଁ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାର କରୁଛନ୍ତି ଆଜିର ଯୁବ ସମାଜ । ଏମିତି ଏକ…