Browsing Tag

son kill his mother

କୁଳାଙ୍ଗାର ପୁଅର ନୃଶଂସ କାମ, ନିଜ ମା’କୁ ପିଟି ପିଟି ମାରିଦେଲା

ବରଗଡ(କେନ୍ୟୁଜ୍): ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼…

ପୁଅ ହେଲା ପିଶାଚ, ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହାଣିଦେଲା ପୁଅ

ଯାଜପୁର ଟାଉନ(କେନ୍ୟୁଜ୍): ମାଆକୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବିନ୍ଧାଣୀ ସାହିରେ ଏହି ଘଟଣା ଘଟିଛି। ଧାରୁଆ ଅସ୍ତ୍ରରେ ନିଜ ମାଆକୁ ହତ୍ୟା କରିଛି ପୁଅ। ମୃତକ ହେଲେ ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା । ପୁଅ ଗୋପାଳ ଓଝା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା…

ବଣାଇ: ଘରୋଇ କଳିକୁ ନେଇ ମା’କୁ ହତ୍ୟା କଲା ପୁଅ, ଅଭିଯୁକ୍ତ ରାଉତ ମୁଣ୍ଡା ଫେରାର

ବାଣାଇ(କେନ୍ୟୁଜ୍):   ଅମାନୁଷିକ, ଅମାନବୀୟ । ମା’କୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବଣାଇ କେ.ବଲାଙ୍ଗ ଥାନାର କୁଦ୍ଦାମୂଷା ଗାଁରେ । ଘରୋଇ କଳିକୁ ନେଇ ମଝିଆ ପୁଅ ରାଉତ ମୁଣ୍ଡା ଏକ ବାଡିରେ ପିଟି ପିଟି ମା’କୁ ହତ୍ୟା କରିଛି । ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ…

ସଇତାନ ପୁଅର ବର୍ବରୋଚିତ କାଣ୍ଡ, ମଦ ପାଇଁ ପଇସା ନଦେବାରୁ ମାକୁ ମାରି ଭେଜାଫ୍ରାଏ କଲା କୁଳାଙ୍ଗାର

ପୁଅଟିଏ ପାଇଁ ମା ଟିଏ ବାର ବ୍ରତ ଓ ମାନସିକ କରିଥାଏ।  ସକଳ ଦୁଃଖ  କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରିଚାଲୁ ଥାଏ ମା। ହେଲେ ଥରେ ଚିନ୍ତା କରନ୍ତୁ  ଯଦି ସେହି ପୁଅ ସାମନ୍ୟ ମଦ ଟିକିଏ ପାଇଁ ବର୍ବରଚିତ କାଣ୍ଡକରି ମାର ହତ୍ୟା କରେ ତେବେ ଏମିତି ସଇତାନ…