Browsing Tag

son kills father

 ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ଘରୋଇ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ। ଘରୋଇ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ସୁନ୍ଦରଗଡ ବଣାଇ ଉପଖଣ୍ଡ ମହୁଲପଦା ଥାନା ଫୁଲଝର ଗାଁ ଚାଳାସାହିରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଉଛନ୍ତି ପଦୁ ମୁଣ୍ଡା। ଗତକାଲି ରାତିରେ ପୁଅ ଚକ୍ର ମୁଣ୍ଡା ସହ ବାପା ପଦୁ ମୁଣ୍ଡାଙ୍କ କୌଣସି କାରଣକୁ ନେଇ ବଚସା…

ପିପିଲିରେ ଚାଞ୍ଚଲ୍ୟ: ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ

ପିପିଲି (କେନ୍ୟୁଜ): ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…

ବାପାକୁ ହତ୍ୟା କରି ପୁଅ ଗିରଫ

ବାପାକୁ ହତ୍ୟା କରି ପୁଅ ଗିରଫ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କାଚଖଣ୍ଡି ଗ୍ରାମର ଅଭାବନୀୟ ଘଟଣା । ମୃତକ ହେଲେ ପ୍ରକାଶ ସେଠୀ । ସାମାନ୍ୟ କଥାକୁ କେନ୍ଦ୍ର କରି ଅଶ୍ୱିନୀ ସେଠୀ ତାଙ୍କ ବାପାଙ୍କୁ ହତ୍ୟା କରିଛି । ଶେରଗଡ଼ ପୋଲିସ ଅଶ୍ୱିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଦେବଗଡ ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା, ବାପାକୁ ହତ୍ଯାକଲା ସୈତାନ ପୁଅ

ଦେବଗଡ: ବାପାକୁ ହତ୍ଯାକଲା ସୈତାନ ପୁଅ । ଦେବଗଡ ଥାନା ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଗୋବିନ୍ଦ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ମଦ ପିଇ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାକୁ ଆକ୍ରମଣ କରିଥିଲା ।…

ମୟୁରଭଞ୍ଜରେ ଅଭାବନୀୟ ଘଟଣା: ପାରିବାରିକ କଳହର କରୁଣ ପରିଣତି, ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ମୟୁରଭଞ୍ଜ: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳେ ପୁଅ ରମେଶ ସୋରେନ୍ ଏବଂ ବାପା ରାବଣ ସୋରେନଙ୍କ ମଧ୍ଯରେ…