ଭତ୍ତା ଟଙ୍କା ଦେଲେନି ବୋଲି କଟୁରୀରେ ହାଣି ବାପାକୁ ହତ୍ୟା କଲା ପୁଅ
ସୋରୋ(କେ ନ୍ୟୁଜ): ଭତ୍ତା ଅର୍ଥ ପାଇଁ କଟୁରୀରେ ବାପାକୁ ହତ୍ୟା କଲା ପୁଅ । ସୂଚନା ଅନୁଯାୟୀ ବାପା ପାଇଥିବା ୩ ମାସର ଭତ୍ତା ଅର୍ଥକୁ ନେଇ ଚାଲିଥିଲା ବିବାଦ । ୩ ମାସରେ ପାଇଥିବା ୧୫୦୦ ଟଙ୍କା ପୁଅ ବାପାକୁ ମାଗିଥିଲା । ବାପ ଟଙ୍କା ନଦେବାରୁ ୨ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ…