Browsing Tag

son neglects

ଅସହାୟ ବୃଦ୍ଧା ଦମ୍ପତିଙ୍କୁ ସାହା ହେଲେ ଯାଜପୁର ଏସ୍ ପି

ଯାଜପୁର ରୋଡ(କେନ୍ୟୁଜ୍‌) : ପୁଅ ବୋହୂଙ୍କ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇଥିବା ଏକ ଅସହାୟ ବୃଦ୍ଧା ଦମ୍ପତିଙ୍କୁ ସାହା ହେଲେ ଯାଜପୁର ଏସ୍ ପି। ଥାନାରୁ ନ୍ୟାୟ ନପାଇ ଏସ୍ ପି ଙ୍କ ନିକଟକୁ ବହୁ ଆଶା ଭରସା ନେଇ ଆସିଥିବା ଏହି ଦମ୍ପତିଙ୍କ ସମସ୍ୟାକୁ ଏସ୍ ପି ଚରଣ ସିଂ ମୀନା ହସ୍ତକ୍ଷେପ କରି…