ବାହାଘର ପରେ ପ୍ରଥମ ଇଦ୍ ପାଳିଲେ ସୋନାକ୍ଷୀ-ଜାହିର, ସେୟାର କଲେ ସୁନ୍ଦର ଫଟୋ
ବିବାହ ପରେ ବି-ଟାଉନର ସବୁଠାରୁ ଫେମସ୍ ଯୋଡ଼ି ମଧ୍ୟରୁ ଜଣେ ସୋନାକ୍ଷୀ-ଜାହିର । ଗତକାଲି ଉଭୟ ପତି-ପତ୍ନୀ ଭାବରେ ସେମାନଙ୍କର ପ୍ରଥମ ଇଦ୍ ପାଳନ କରିଛନ୍ତି । ଗତବର୍ଷ ବିବାହ କରିଥିବା ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ସେମାନଙ୍କର କ୍ୟୁଟ୍ ରିଲେସନ ପାଇଁ ସବୁବେଳେ ସୋସିଆଲ ମିଡିଆରେ…