ସୋନଲ ଶର୍ମା : ଦିନେ ଗୋଶାଳାରେ କାମ କରୁଥିଲେ ଆଜି ହୋଇ ପାରିଛନ୍ତି ଜଜ୍
କଥାରେ ଅଛି ପରିଶ୍ରମ କେବେ ବେକାର ଯାଏ ନାହିଁ । ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ । ଆଜିକାଲି ସବୁ କ୍ଷେତ୍ରରେ ନାରୀମାନେ ସଫଳତା ହାସଲ କରିଛନ୍ତି । ଆଜି ଆମେ ଏମିତି ଜଣେ ନାରୀର ସଫଳତା କାହାଣୀ ବିଷୟରେ କହିବୁ ଯିଏ କି ଗୋଶାଳାରେ ପଢ଼ି ଜଜ୍ ହୋଇ ପାରିଛନ୍ତି । ଆସନ୍ତୁ ଆଜି…