Browsing Tag

sonali bendre

୯ ବର୍ଷ ପରେ ଅଭିନୟ ଜଗତକୁ ଫେରୁଛନ୍ତି ସୋନାଲୀ ବେନ୍ଦ୍ରେ, ୱେବ୍ ସିରିଜରେ କରିବେ ଡେବ୍ୟୁ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଖୁବଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରୁଛନ୍ତି। ଅନେକ ଦିନ ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି ସୋନାଲୀ। ସୋନାଲୀ ୱେବ୍ ସିରିଜ ଦ ବ୍ରୋକନ ନ୍ୟୁଜ ଜରିଆରେ ଆକ୍ଟିଂ ଦୁନିଆକୁ ଫେରୁଛନ୍ତି। ଏହି ସିରିଜର ଟିଜର ରିଲିଜ ହୋଇଛି। ଯେଉଁଥିରେ ସୋନାଲୀ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ସୋନାଲୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଏହି ଘାତକ ପାକିସ୍ତାନୀ ବୋଲର୍, ଅପହରଣ କରିବାକୁ କରିଥିଲେ ଯୋଜନା

କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା । ତେବେ ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ବରଂ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର…

ରଣବୀରଙ୍କ ଗୀତ ମତେ ସୁସ୍ଥ ହେବାରେ ଖୁବ କରିଥିଲା ସାହାଯ୍ୟ : ସୋନାଲି ବେନ୍ଦ୍ରେ

ମୁମ୍ବାଇ : ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନ୍ସର ରୋଗ ସହ ଲଢ଼ି ଭାରତ ଫେରିବା ପରେ ପ୍ରାୟ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ, ସେ ତାଙ୍କର ଚିକିତ୍ସା ପାଇଁ ଖୁବ୍ ଦିନ ପର‌୍ୟ୍ୟନ୍ତ ନ୍ୟୁୟର୍କରେ ରହିଥିଲେ। କିନ୍ତୁ ଏହି ସମୟରେ ମଧ୍ୟ ତାଙ୍କର…

କ୍ୟାନ୍ସରକୁ ହରାଇ ଜୀବନର ବାଜି ଜିତିଥିବା ସୋନାଲି ବେନ୍ଦ୍ରେ ଫେରିଲେ ମୁମ୍ବାଇ, ମିଡ଼ିଆକୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛି ମାସ ପୂର୍ବେ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିବାର ଖବର ଦେଇଥିଲେ। ଯାହାପରେ ସେ ଆମେରିକାର ନ୍ୟୁୟର୍କ ସହରରେ କରାଉଥିଲେ ନିଜର ଚିକିତ୍ସା । ଏଥିମଧ୍ୟରେ ସୋନିଲାଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ତାହା ବହୁ ସଂଖ୍ୟାକ…

ପ୍ରଥମ ଥର ପାଇଁ ନିଜ କଷ୍ଟ ବଖାଣିଲେ ଅଭିନେତ୍ରୀ ସୋନାଲି

ମୁମ୍ବାଇ : ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି କ୍ୟାନସରରେ ପୀଡିତ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସରର ଲାଷ୍ଟ ଷ୍ଟେଜରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ପଜିଟିଭ୍‌ ମେସେଜ୍‌ ଦେଉଥିବା ସୋନାଲି କିନ୍ତୁ ପ୍ରଥମ ଥର ପାଇଁ ନିଜର କଷ୍ଟ ବୟାନ୍‌ କରିଛନ୍ତି । ପ୍ରତିଦିନ କିପରି…

ଅଭିନେତ୍ରୀ ସୋନାଲୀଙ୍କ ମରିବାର ମିଥ୍ୟା ଖବର ଟ୍ବିଟ୍ ପରେ ବିଜେପି ନେତାଙ୍କ ଉପରେ ବର୍ଷିଲେ ସ୍ବାମୀ ଗୋଲ୍ଡି ବହଲ

ମୁମ୍ବାଇ : ବଲିଉଡ଼ର ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର କ୍ଯାନ୍ସର ଚିକିତ୍ସା ନ୍ଯୁୟର୍କରେ ଚାଲିଛି। ମେଟାଷ୍ଟେଟିକ୍ କ୍ଯାନ୍ସରରେ ପୀଡ଼ିତ ସୋନାଲି ବେନ୍ଦ୍ରଙ୍କ ମୃତ୍ୟୁର ମିଛ ଖବର ଶୁକ୍ରବାରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶୁକ୍ରବାର ଭାଜପା ବିଧାୟକ ରାମ କଦମ ଅଭିନେତ୍ରୀ ସୋନାଲି…

ନିଜର ସର୍ଟ ହେୟାରର ଇମୋସନାଲ ଭିଡ଼ିଓ ଶେୟାର କଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ମୁମ୍ବାଇ : ସର୍ଟ ହେୟାରରେ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସରର ଚିକିତ୍ସା ପାଇଁ ସୋନାଲି ଏବେ ନ୍ୟୁୱର୍କରେ ଅଛନ୍ତି। ସୋନାଲି ଇନ୍ଷ୍ଟାଗ୍ରାମରେ ଏନେଇ ଏକ ଭିଡିଓ ବି ଶେୟାର କରିଛନ୍ତି। ଭିଡିଓଟିରେ ସୋନାଲିଙ୍କୁ ହେୟାର କଟ୍ କରୁଥିବା…

ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର !

ମୁମ୍ବାଇ: ମାରାତ୍କମ କ୍ୟାନସର ପୀଡ଼ିତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଚିକିତ୍ସା ପାଇଁ ଏବେ ସେ ନ୍ୟୁୟର୍କରେ ଅଛନ୍ତି। ଟ୍ଵିଟ୍ ଯୋଗେ ଏହି ଦୁଃଖଦ ଖବର ଦେଇଛନ୍ତି ସୋନାଲି। ଆବେଗପୂର୍ଣ୍ଣ ଭାବରେ କ୍ୟାନସର ସହ ଲଢ଼େଇ ସମ୍ପର୍କରେ ଲେଖିଛନ୍ତି ସୋନାଲି। ସେ କହିଛନ୍ତି, ପ୍ରଥମରୁ…