ପୁଅ ବାୟୁର ପ୍ରଥମ ଝଲକ୍ ଦେଖାଇଲେ ସୋନମ୍ କପୁର, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ନିକଟରେ ମା’ ହୋଇଛନ୍ତି ଅଭିନେତ୍ରୀ ସୋନମ୍ କପୁର। ଅନୀଲ ତନୟା ଅଗଷ୍ଟ ମାସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ପରେ ବଡ଼ ପରଦାରୁ ଦୂରେଇ ଯାଇଥିବା ସୋନମ୍ ସ୍ୱାମୀଙ୍କ ସହ ଲଣ୍ଡନରେ ରହୁଥିଲେ। କିନ୍ତୁ ସନ୍ତାନ ଜନ୍ମ ପାଇଁ ସେ ମୁମ୍ବାଇ ଫେରିଥିଲେ। ଏଠାରେ ହିଁ ସେ ସନ୍ତାନ…